ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଡ଼େଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଡ଼େଇବା   ବିଶେଷ୍ୟ

ଅର୍ଥ : ଗୁଡ଼ାଇବା ପ୍ରକ୍ରିୟା

ଉଦାହରଣ : ରସି ବଳିବାପରେ ତାକୁ ଗୁଡ଼ାଇବାପାଇଁ ଛାଡ଼ିଦେଲା

ସମକକ୍ଷ : ଗୁଡ଼ାଇବା, ଘେରାଇବା

लपेटने की क्रिया।

रस्सी बटने के पश्चात उसे संवर्तन के लिए छोड़ दिया।
लपेटना, संवर्तन, संवर्त्तन

ଗୁଡ଼େଇବା   କ୍ରିୟାପଦ

ଅର୍ଥ : ବିସ୍ତାର ହୋଇଥିବା ବସ୍ତୁକୁ ଗୋଲାକାରରେ ଘୁରାଇବା ବା ଗଣ୍ଠିଲି ରୂପରେ କରିବା

ଉଦାହରଣ : ଗାଲିଚାକୁ ଗୁଡ଼ାନ୍ତୁ

ସମକକ୍ଷ : ଗୁଡ଼ାଇବା

फैली हुई वस्तु को गोलाकार घुमाना या गट्ठर के रूप में करना।

कालीन को लपेटिए।
लपेटना

Twist or roll into coils or ringlets.

Curl my hair, please.
curl, wave

ଅର୍ଥ : ସୂତାଆଦିକୁ କନାଆଦିରେ ପରିଣତ କରିବା

ଉଦାହରଣ : ମାଆ ଉଲ୍‌ ଗୁଡ଼ାଉଛନ୍ତି

सूत आदि लच्छे आदि के रूप में करना।

माँ ऊन लपेट रही है।
लपटाना, लपेटना, लिपटाना