ଅର୍ଥ : ବିସ୍ତାର ହୋଇଥିବା ବସ୍ତୁକୁ ଗୋଲାକାରରେ ଘୁରାଇବା ବା ଗଣ୍ଠିଲି ରୂପରେ କରିବା
ଉଦାହରଣ :
ଗାଲିଚାକୁ ଗୁଡ଼ାନ୍ତୁ
ସମକକ୍ଷ : ଗୁଡ଼େଇବା
ଅର୍ଥ : କୌଣସି ବସ୍ତୁ ଉପରେ ଅନ୍ୟ ଏକ ଦ୍ୱିତୀୟ ବସ୍ତୁକୁ ଘୋଡ଼ାଇ ରଖିବା
ଉଦାହରଣ :
ମିଠେଇ ଡବା ଉପରେ କାଗଜ ଗୁଡ଼ାଇଦିଅ
ସମକକ୍ଷ : ଚାପିଦେବା
ଅର୍ଥ : ଚାରିଆଡ଼ୁ ଘେରିକରି ରହିବା
ଉଦାହରଣ :
ଏବେ ସବୁ ବଣ୍ଡଲ୍ଗୁଡ଼ିକରେ ଉଲ୍ ଗୁଡ଼ାହୋଇଗଲା