ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବରୋଧ କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବରୋଧ କରାଇବା   କ୍ରିୟାପଦ

ଅର୍ଥ : ଘେରିବାପାଇଁ ପ୍ରବୃତ୍ତ କରିବା ବା ଘେରିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଶ୍ୟାମ କଞ୍ଚା କାନ୍ଥଦ୍ୱାରା ବଗିଚା ଘେରାଉଛି

ସମକକ୍ଷ : ଘେରାଇବା, ବେଢାଇବା, ବେଷ୍ଟନ କରାଇବା

घेरने में प्रवृत्त करना या घेरने का काम किसी और से कराना।

श्याम कच्ची दीवार से बाग घेरवा रहा है।
घेरवाना