ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘେରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘେରିବା   କ୍ରିୟାପଦ

ଅର୍ଥ : ଚାରିଦିଗରୁ ଅଟକାଇବା ବା ଘେର ମଧ୍ୟରେ ରଖିବା

ଉଦାହରଣ : ଶ୍ୟାମ ନିଜ ବଗିଚାକୁ କଣ୍ଟା ତାରରେ ଘେରୁଛି ଆମର ସୈନିକମାନେ କିଛି ଶତ୍ରୁ ସୈନିକଙ୍କୁ ଘେରିଛନ୍ତି

चारों ओर से रोकना या घेरे में लाना।

श्याम अपने बगीचे को कँटीले तारों से घेर रहा है।
हमारे सैनिकों ने कुछ शत्रु सैनिकों को घेरा है।
घेरना

ଅର୍ଥ : ଚାରିଆଡ଼ୁ ରୋକିବା ବା ଘେରାଉକରିବା

ଉଦାହରଣ : ଗ୍ରାମବାସୀଙ୍କଦ୍ୱାରା ଜଣେ ଚୋରକୁ ଘେରାଉ କରାଗଲା କଣ୍ଟାଳିଆ ତାରରେ ବଗିଚାକୁ ଘେରାଯାଉଛି

ସମକକ୍ଷ : ଅବରୋଧ କରିବା, ଘେରାଇବା, ଘେରାଉ କରିବା

चारों और से रोका होना या घेरे में आना।

ग्रामीणों द्वारा एक चोर घिर गया।
कँटीले तारों से बाग घेरा रहा है।
घिरना, घेराना

Surround in a restrictive manner.

The building was hemmed in by flowers.
hem in