ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁରୁ   ବିଶେଷ୍ୟ

ଅର୍ଥ : ବେଦ ପଢାଉଥିବା ଲୋକ

ଉଦାହରଣ : ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି

ସମକକ୍ଷ : ଆଚାର୍ଯ୍ୟ, ଗୁରୁଦେବ, ଶିକ୍ଷାଗୁରୁ

वेद पढ़ाने वाला व्यक्ति।

हमारे आचार्य जी चार बजे सुबह और संध्याकाल में ही पढ़ाते हैं।
आचार्य, आचार्य्य

ଅର୍ଥ : ବିଦ୍ୟା ବା କଳା ଶିଖାଇବା ବ୍ୟକ୍ତି

ଉଦାହରଣ : ବିନା ଗୁରୁରେ ଜ୍ଞାନ ପ୍ରାପ୍ତି ଅସମ୍ଭବ

ସମକକ୍ଷ : ଓସ୍ତାଦ୍‌, ଶିକ୍ଷକ

विद्या या कला सिखाने वाला व्यक्ति।

बिना गुरु के ज्ञान प्राप्त नहीं होता।
उस्ताद, गुरु, टीचर, शिक्षक

An authority qualified to teach apprentices.

master, professional

ଅର୍ଥ : ସୌରଜଗତର ପଞ୍ଚମ ଗ୍ରହ ଯିଏ ପୃଥିବୀଠାରୁ ବହୁତ ଦୂରରେ ଅଛନ୍ତି

ଉଦାହରଣ : ବୃହସ୍ପତି ସବୁ ଗ୍ରହଙ୍କ ମଧ୍ୟରେ ବଡ଼

ସମକକ୍ଷ : ଦେବଗୁରୁ, ବୃହସ୍ପତି

सौर जगत का पाँचवा ग्रह जो पृथ्वी से बहुत दूर है।

बृहस्पति सब ग्रहों से बड़ा है।
गुरु, जूपिटर, प्राक्फाल्गुन, बृहस्पति, बृहस्पति ग्रह, वृहस्पति

The largest planet and the 5th from the sun. Has many satellites and is one of the brightest objects in the night sky.

jupiter

ଅର୍ଥ : ଯଜ୍ଞ ଆଦି କର୍ମର ଉପଦେଶକ

ଉଦାହରଣ : ଆଚାର୍ଯ୍ୟ ଯଜ୍ଞ ବେଦୀ ଆଗରେ ବସି ମନ୍ତ୍ରପାଠ ପଢୁଛନ୍ତି

ସମକକ୍ଷ : ଆଚାର୍ଯ୍ୟ

यज्ञ आदि के क्रम का उपदेशक।

आचार्य यज्ञ की वेदी के सामने बैठकर मंत्र पाठ कर रहे हैं।
आचार्य, आचार्य्य

ଅର୍ଥ : ଯେ କୌଣସି କଳା,ଗୁଣ ଆଦିରେ ଅନ୍ୟଠାରୁ ଅଧିକ

ଉଦାହରଣ : କଂପ୍ୟୁଟର ସମ୍ବନ୍ଧୀୟ ତଥ୍ୟ ବିଷୟରେ ଆଶିଷ ତୁମର ଗୁରୁ

ସମକକ୍ଷ : ଓସ୍ତାଦ, ବାପା

वह जो किसी कला,गुण आदि में किसी से बढ़कर हो।

कम्प्यूटर संबंधी जानकारी के मामले में आशीष तुम्हारा बाप है।
बाप

One of greater rank or station or quality.

higher-up, superior, superordinate

ଅର୍ଥ : ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଥିବା ବ୍ୟକ୍ତି

ଉଦାହରଣ : ଗୁରୁ ଓ ଛାତ୍ରଙ୍କ ସମ୍ବନ୍ଧ ମଧୁର ହେବା ଆବଶ୍ୟକ

ସମକକ୍ଷ : ଅଧ୍ୟାପକ, ଆଚାର୍ଯ୍ୟ, ମାଷ୍ଟର, ଶିକ୍ଷକ

वह व्यक्ति जो विद्यार्थियों को पढ़ाता है।

अध्यापक और छात्र का संबंध मधुर होना चाहिए।
अध्यापक, आचार्य, आचार्य्य, उस्ताद, गुरु, गुरू, टीचर, पाठक, मास्टर, मुअल्लिम, वक्ता, शिक्षक, स्कंध, स्कन्ध

A person whose occupation is teaching.

instructor, teacher

ଅର୍ଥ : ସବୁ ଦେବତାଙ୍କ ଗୁରୁ ହୋଇଥିବା ଜଣେ ଦେବତା

ଉଦାହରଣ : ବିପଦ ସମୟରେ ବୃହସ୍ପତି ଦେବତାମାନଙ୍କୁ ସାହାଯ୍ୟ କରିଥାନ୍ତି

ସମକକ୍ଷ : ଦେବଗୁରୁ, ଦେବାଚାର୍ଯ୍ୟ, ବୃହସ୍ପତି, ସୁରାଚାର୍ଯ୍ୟ

Personification of the power of ritual devotion.

brihaspati

ଅର୍ଥ : ଯେଉଁ ମାନବକୃତ ବସ୍ତୁ ଶିକ୍ଷାଦିଏ ବା ଯାହାଠାରୁ ଶିକ୍ଷା ମିଳେ

ଉଦାହରଣ : ପୁସ୍ତକ ହିଁ ତାର ଶିକ୍ଷକ

ସମକକ୍ଷ : ଅଧ୍ୟାପକ, ମାଷ୍ଟର, ଶିକ୍ଷକ

वह मानवीकृत वस्तु जो शिक्षा दे या जिससे शिक्षा मिले।

पुस्तकें ही उसकी शिक्षक हैं।
अध्यापक, गुरु, टीचर, मास्टर, शिक्षक

A personified abstraction that teaches.

Books were his teachers.
Experience is a demanding teacher.
teacher

ଅର୍ଥ : ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ

ଉଦାହରଣ : ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ

ସମକକ୍ଷ : ଆଚାର୍ଯ୍ୟ, ଗୁରୁଦେବ

उपनयन के अवसर पर गायत्री मंत्र का उपदेश देने वाला व्यक्ति।

आचार्यजी बच्चे के कान में गायत्री मंत्र कहकर अपने स्थान पर बैठ गए।
आचार्य, आचार्य्य, उपनेता, गुरु