ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାପା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାପା   ବିଶେଷ୍ୟ

ଅର୍ଥ : ପିତାଙ୍କ ପାଇଁ ସମ୍ବୋଧନ

ଉଦାହରଣ : ଆମେ ଆମର ପିତାଙ୍କୁ ବାପା ବୋଲି ସମ୍ବୋଧନ କରୁ

ସମକକ୍ଷ : ଡାଡି, ବାବା

पिता के लिए संबोधन।

हम लोग अपने पिता को बाबूजी कहते हैं।
अब्बा, अब्बाजान, अब्बू, डैड, डैडी, पापा, पिताजी, बापू, बाबू, बाबूजी

An informal term for a father. Probably derived from baby talk.

dad, dada, daddy, pa, papa, pappa, pop

ଅର୍ଥ : ଜନ୍ମଦାତାଙ୍କପାଇଁ ସମ୍ବୋଧନ ଶବ୍ଦ

ଉଦାହରଣ : ଗାଳି ହେବା ମାତ୍ରେ ଝିଅଟି ବାପା କହି ରଡ଼ିଛାଡ଼ିଲା

ସମକକ୍ଷ : ପାପା, ପିତା, ବାବା

ଅର୍ଥ : ଯେ କୌଣସି କଳା,ଗୁଣ ଆଦିରେ ଅନ୍ୟଠାରୁ ଅଧିକ

ଉଦାହରଣ : କଂପ୍ୟୁଟର ସମ୍ବନ୍ଧୀୟ ତଥ୍ୟ ବିଷୟରେ ଆଶିଷ ତୁମର ଗୁରୁ

ସମକକ୍ଷ : ଓସ୍ତାଦ, ଗୁରୁ

वह जो किसी कला,गुण आदि में किसी से बढ़कर हो।

कम्प्यूटर संबंधी जानकारी के मामले में आशीष तुम्हारा बाप है।
बाप

One of greater rank or station or quality.

higher-up, superior, superordinate

ଅର୍ଥ : ଜନ୍ମ ଦେଇଥିବା ପୁରୁଷ

ଉଦାହରଣ : ମୋର ବାପା ଜଣେ ଅଧ୍ୟାପକ

ସମକକ୍ଷ : ଜନକ, ଜନ୍ମଦାତା, ପିତା, ବୋପା

A male parent (also used as a term of address to your father).

His father was born in Atlanta.
begetter, father, male parent