ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁରୁଦେବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁରୁଦେବ   ବିଶେଷ୍ୟ

ଅର୍ଥ : ବେଦ ପଢାଉଥିବା ଲୋକ

ଉଦାହରଣ : ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି

ସମକକ୍ଷ : ଆଚାର୍ଯ୍ୟ, ଗୁରୁ, ଶିକ୍ଷାଗୁରୁ

वेद पढ़ाने वाला व्यक्ति।

हमारे आचार्य जी चार बजे सुबह और संध्याकाल में ही पढ़ाते हैं।
आचार्य, आचार्य्य

ଅର୍ଥ : ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ

ଉଦାହରଣ : ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ

ସମକକ୍ଷ : ଆଚାର୍ଯ୍ୟ, ଗୁରୁ

उपनयन के अवसर पर गायत्री मंत्र का उपदेश देने वाला व्यक्ति।

आचार्यजी बच्चे के कान में गायत्री मंत्र कहकर अपने स्थान पर बैठ गए।
आचार्य, आचार्य्य, उपनेता, गुरु