ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସୌରଜଗତର ପଞ୍ଚମ ଗ୍ରହ ଯିଏ ପୃଥିବୀଠାରୁ ବହୁତ ଦୂରରେ ଅଛନ୍ତି
ଉଦାହରଣ : ବୃହସ୍ପତି ସବୁ ଗ୍ରହଙ୍କ ମଧ୍ୟରେ ବଡ଼
ସମକକ୍ଷ : ଗୁରୁ, ବୃହସ୍ପତି
सौर जगत का पाँचवा ग्रह जो पृथ्वी से बहुत दूर है।
The largest planet and the 5th from the sun. Has many satellites and is one of the brightest objects in the night sky.
ଅର୍ଥ : ସବୁ ଦେବତାଙ୍କ ଗୁରୁ ହୋଇଥିବା ଜଣେ ଦେବତା
ଉଦାହରଣ : ବିପଦ ସମୟରେ ବୃହସ୍ପତି ଦେବତାମାନଙ୍କୁ ସାହାଯ୍ୟ କରିଥାନ୍ତି
ସମକକ୍ଷ : ଗୁରୁ, ଦେବାଚାର୍ଯ୍ୟ, ବୃହସ୍ପତି, ସୁରାଚାର୍ଯ୍ୟ
एक देवता जो सब देवताओं के गुरु हैं।
Personification of the power of ritual devotion.
ସଂସ୍ଥାପନ କରନ୍ତୁ