ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଚାର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଚାର୍ଯ୍ୟ   ବିଶେଷ୍ୟ

ଅର୍ଥ : ବେଦ ପଢାଉଥିବା ଲୋକ

ଉଦାହରଣ : ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି

ସମକକ୍ଷ : ଗୁରୁ, ଗୁରୁଦେବ, ଶିକ୍ଷାଗୁରୁ

वेद पढ़ाने वाला व्यक्ति।

हमारे आचार्य जी चार बजे सुबह और संध्याकाल में ही पढ़ाते हैं।
आचार्य, आचार्य्य

ଅର୍ଥ : ଯଜ୍ଞ ଆଦି କର୍ମର ଉପଦେଶକ

ଉଦାହରଣ : ଆଚାର୍ଯ୍ୟ ଯଜ୍ଞ ବେଦୀ ଆଗରେ ବସି ମନ୍ତ୍ରପାଠ ପଢୁଛନ୍ତି

ସମକକ୍ଷ : ଗୁରୁ

यज्ञ आदि के क्रम का उपदेशक।

आचार्य यज्ञ की वेदी के सामने बैठकर मंत्र पाठ कर रहे हैं।
आचार्य, आचार्य्य

ଅର୍ଥ : ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଥିବା ବ୍ୟକ୍ତି

ଉଦାହରଣ : ଗୁରୁ ଓ ଛାତ୍ରଙ୍କ ସମ୍ବନ୍ଧ ମଧୁର ହେବା ଆବଶ୍ୟକ

ସମକକ୍ଷ : ଅଧ୍ୟାପକ, ଗୁରୁ, ମାଷ୍ଟର, ଶିକ୍ଷକ

वह व्यक्ति जो विद्यार्थियों को पढ़ाता है।

अध्यापक और छात्र का संबंध मधुर होना चाहिए।
अध्यापक, आचार्य, आचार्य्य, उस्ताद, गुरु, गुरू, टीचर, पाठक, मास्टर, मुअल्लिम, वक्ता, शिक्षक, स्कंध, स्कन्ध

A person whose occupation is teaching.

instructor, teacher

ଅର୍ଥ : ବ୍ରହ୍ମସୂତ୍ରର ପ୍ରମୁଖ ଭାଷ୍ୟକାର

ଉଦାହରଣ : ଆଚାର୍ଯ୍ୟ ବ୍ରହ୍ମସୂତ୍ରର ଗୁଢ ରହସ୍ୟଗୁଡିକୁ ସ୍ପଷ୍ଟକରିଦେଲେ

ब्रह्मसूत्र का प्रमुख भाष्यकार।

आचार्य ने ब्रह्मसूत्र के गूढ़ रहस्यों को स्पष्ट किया हैं।
आचार्य, आचार्य्य

ଅର୍ଥ : ଏକ ଉପାଧି

ଉଦାହରଣ : ଶ୍ରୀ ରାମଚନ୍ଦ୍ର ଶୁକ୍ଳ, ହଜାରୀପ୍ରସାଦ ଆଦିଙ୍କୁ ଆଚାର୍ଯ୍ୟ ଉପାଧିରେ ସମ୍ମାନିତ କରାଯାଇଛି

एक उपाधि।

श्री रामचंद्र शुक्ल, हज़ारीप्रसाद आदि को आचार्य की उपाधि से सम्मानित किया गया है।
आचार्य, आचार्य्य

ଅର୍ଥ : ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ

ଉଦାହରଣ : ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ

ସମକକ୍ଷ : ଗୁରୁ, ଗୁରୁଦେବ

उपनयन के अवसर पर गायत्री मंत्र का उपदेश देने वाला व्यक्ति।

आचार्यजी बच्चे के कान में गायत्री मंत्र कहकर अपने स्थान पर बैठ गए।
आचार्य, आचार्य्य, उपनेता, गुरु