ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୃହସ୍ପତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୃହସ୍ପତି   ବିଶେଷ୍ୟ

ଅର୍ଥ : ସୌରଜଗତର ପଞ୍ଚମ ଗ୍ରହ ଯିଏ ପୃଥିବୀଠାରୁ ବହୁତ ଦୂରରେ ଅଛନ୍ତି

ଉଦାହରଣ : ବୃହସ୍ପତି ସବୁ ଗ୍ରହଙ୍କ ମଧ୍ୟରେ ବଡ଼

ସମକକ୍ଷ : ଗୁରୁ, ଦେବଗୁରୁ

सौर जगत का पाँचवा ग्रह जो पृथ्वी से बहुत दूर है।

बृहस्पति सब ग्रहों से बड़ा है।
गुरु, जूपिटर, प्राक्फाल्गुन, बृहस्पति, बृहस्पति ग्रह, वृहस्पति

The largest planet and the 5th from the sun. Has many satellites and is one of the brightest objects in the night sky.

jupiter

ଅର୍ଥ : ସବୁ ଦେବତାଙ୍କ ଗୁରୁ ହୋଇଥିବା ଜଣେ ଦେବତା

ଉଦାହରଣ : ବିପଦ ସମୟରେ ବୃହସ୍ପତି ଦେବତାମାନଙ୍କୁ ସାହାଯ୍ୟ କରିଥାନ୍ତି

ସମକକ୍ଷ : ଗୁରୁ, ଦେବଗୁରୁ, ଦେବାଚାର୍ଯ୍ୟ, ସୁରାଚାର୍ଯ୍ୟ

Personification of the power of ritual devotion.

brihaspati

ଅର୍ଥ : ଅଙ୍ଗିରା ଋଷିଙ୍କ ପୁତ୍ର ଥିବା ଜଣେ ପୌରାଣିକ ଋଷି

ଉଦାହରଣ : ଭରଦ୍ୱାଜ ଋଷିଙ୍କୁ ବୃହସ୍ପତି ଋଷିଙ୍କ ପୁତ୍ର ବୋଲି ଗ୍ରହଣ କରାଯାଏ

ସମକକ୍ଷ : ବୃହସ୍ପତି ଋଷି

एक पौराणिक ऋषि जो अंगिरा ऋषि के पुत्र थे।

भरद्वाज ऋषि बृहस्पति के पुत्र माने जाते हैं।
बृहस्पति, बृहस्पति ऋषि

A mentor in spiritual and philosophical topics who is renowned for profound wisdom.

sage