ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗତି   ବିଶେଷ୍ୟ

ଅର୍ଥ : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି

ଉଦାହରଣ : କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍‌ ହୁଏ ନାହିଁ ତାର କି ଦଶା ପଡ଼ିଲା

ସମକକ୍ଷ : ଅବସ୍ଥା, ଦଶା, ସ୍ଥିତି, ହାଲ୍‌ଚାଲ୍‌

किसी विषय, बात या घटना की कोई विशेष स्थिति।

क्रोध की अवस्था में किया गया काम ठीक नहीं होता।
उसकी क्या गति हो गई है।
अवस्था, अवस्थान, अहवाल, आलम, गत, गति, दशा, रूप, वृत्ति, सूरत, स्टेज, स्थानक, स्थिति, हाल, हालत

The way something is with respect to its main attributes.

The current state of knowledge.
His state of health.
In a weak financial state.
state

ଅର୍ଥ : ପ୍ରତି ଏକକ ସମୟରେ ନିର୍ଦ୍ଧାରିତ କରାଯାଇଥିବା ଦୂରତା

ଉଦାହରଣ : କାର ୫୦ କିଲୋମିଟର ଗତିରେ ଯାଉଛି

ସମକକ୍ଷ : ବେଗ

प्रति इकाई समय में तय की गई दूरी।

कार ९० किलोमीटर प्रति घण्टा की गति से चल रही है।
गति, चाल, रफ़्तार, रफ्तार, रविश, वेग

Distance travelled per unit time.

speed, velocity

ଅର୍ଥ : ଚାଲିବା କ୍ରିୟା

ଉଦାହରଣ : ସେ ଶୀଘ୍ର ଗତିରେ କେଉଁଠିକୁ ଯାଉଛି?

ସମକକ୍ଷ : ଚାଲି

चलने की क्रिया।

उसने आगे व्यवधान देखकर गाड़ी की गति को रोकने का प्रयत्न किया।
अमनि, अर्वण, गति, चाल, रफ़्तार, रफ्तार

The act of changing location from one place to another.

Police controlled the motion of the crowd.
The movement of people from the farms to the cities.
His move put him directly in my path.
motion, move, movement

ଅର୍ଥ : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ଜଣେ ଯାହାଙ୍କର ବିବାହ ପୁଲହ ଋଷିଙ୍କ ସହିତ ହୋଇଥିଲା

ଉଦାହରଣ : ଗତି ଅନୁସୁଇୟାଙ୍କ ସାନ ଭଉଣୀ ଥିଲେ

कर्दम ऋषि एवं देवहूति की नौ कन्याओं में से एक जिनका विवाह पुलह ऋषि के साथ हुआ था।

गति अनुसुइया की छोटी बहन थीं।
गति

An imaginary being of myth or fable.

mythical being