ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରତି ଏକକ ସମୟରେ ନିର୍ଦ୍ଧାରିତ କରାଯାଇଥିବା ଦୂରତା
ଉଦାହରଣ : କାର ୫୦ କିଲୋମିଟର ଗତିରେ ଯାଉଛି
ସମକକ୍ଷ : ଗତି
प्रति इकाई समय में तय की गई दूरी।
Distance travelled per unit time.
ଅର୍ଥ : ଗତି ବଢ଼ିବାର ଅବସ୍ଥା
ଉଦାହରଣ : ପବନ ବହୁତ ବେଗରେ ବହୁଅଛି
ସମକକ୍ଷ : ଉଗ୍ରତା, ଜୋର, ତୀବ୍ରତା, ପ୍ରଚଣ୍ଡତା, ପ୍ରବଳତା
तेज़ होने की अवस्था।
High level or degree. The property of being intense.
ଅର୍ଥ : ବହିବାର କ୍ରିୟା ବା ଭାବ
ଉଦାହରଣ : ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
ସମକକ୍ଷ : ଧାର, ପ୍ରବାହ, ସୁଅ
जल,वायु आदि का किसी दिशा में गमन या बहने की क्रिया या भाव।
The act of flowing or streaming. Continuous progression.
ସଂସ୍ଥାପନ କରନ୍ତୁ