ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାଲି   ବିଶେଷ୍ୟ

ଅର୍ଥ : ଚାଲିବାର ଢଙ୍ଗ

ଉଦାହରଣ : ତୁମେ ଏଭଳି ତେଢ଼ିମେଢ଼ି ଚାଲିରେ କାହିଁକି ଚାଲୁଛ

चलने का ढंग।

तुम यों टेढ़ी-मेढ़ी चाल से क्यों चल रहे हो?
चाल

Manner of walking.

He had a funny walk.
manner of walking, walk

ଅର୍ଥ : ଚାଲିବା କ୍ରିୟା

ଉଦାହରଣ : ସେ ଶୀଘ୍ର ଗତିରେ କେଉଁଠିକୁ ଯାଉଛି?

ସମକକ୍ଷ : ଗତି

चलने की क्रिया।

उसने आगे व्यवधान देखकर गाड़ी की गति को रोकने का प्रयत्न किया।
अमनि, अर्वण, गति, चाल, रफ़्तार, रफ्तार

The act of changing location from one place to another.

Police controlled the motion of the crowd.
The movement of people from the farms to the cities.
His move put him directly in my path.
motion, move, movement