ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଶା   ବିଶେଷ୍ୟ

ଅର୍ଥ : ମନୁଷ୍ୟ ଜୀବନରେ ଅଲଗା ଅଲଗା ଗ୍ରହମାନଙ୍କର ନିଶ୍ଚିତ ଭୋଗକାଳ

ଉଦାହରଣ : ଏବେ ମୋର ଗ୍ରହଦଶା ବହୁତ ଭଲଚାଲିଛି

ସମକକ୍ଷ : କାଳ, ଗ୍ରହ, ଗ୍ରହଦଶା, ଗ୍ରହଭୋଗ

मनुष्य के जीवन में अलग-अलग ग्रहों के निश्चित भोगकाल।

अभी मेरी ग्रह दशा बहुत अच्छी चल रही है।
ग्रह दशा, ग्रहदशा, ग्रहभोग काल, दशा

ଅର୍ଥ : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି

ଉଦାହରଣ : କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍‌ ହୁଏ ନାହିଁ ତାର କି ଦଶା ପଡ଼ିଲା

ସମକକ୍ଷ : ଅବସ୍ଥା, ଗତି, ସ୍ଥିତି, ହାଲ୍‌ଚାଲ୍‌

किसी विषय, बात या घटना की कोई विशेष स्थिति।

क्रोध की अवस्था में किया गया काम ठीक नहीं होता।
उसकी क्या गति हो गई है।
अवस्था, अवस्थान, अहवाल, आलम, गत, गति, दशा, रूप, वृत्ति, सूरत, स्टेज, स्थानक, स्थिति, हाल, हालत

The way something is with respect to its main attributes.

The current state of knowledge.
His state of health.
In a weak financial state.
state

ଅର୍ଥ : ଉଦାସୀ ବା ଉତ୍ତେଜନାର ଅବସ୍ଥା

ଉଦାହରଣ : ସେ ବର୍ତ୍ତମାନ ଏ ଭଳି ହାଲରେ ଅଛି ଯେ ତା ସହିତ ତର୍କ କରିବା ଉଚିତ୍‌ ନୁହେଁ

ସମକକ୍ଷ : ଅବସ୍ଥା, ହାଲ୍‌

* उदासी या उत्तेजना की अवस्था।

वह इस समय ऐसी अवस्था में है कि उससे तर्क करना ठीक नहीं।
अवस्था, दशा, हालत

A state of depression or agitation.

He was in such a state you just couldn't reason with him.
state