ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବସ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବସ୍ଥା   ବିଶେଷ୍ୟ

ଅର୍ଥ : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି

ଉଦାହରଣ : କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍‌ ହୁଏ ନାହିଁ ତାର କି ଦଶା ପଡ଼ିଲା

ସମକକ୍ଷ : ଗତି, ଦଶା, ସ୍ଥିତି, ହାଲ୍‌ଚାଲ୍‌

किसी विषय, बात या घटना की कोई विशेष स्थिति।

क्रोध की अवस्था में किया गया काम ठीक नहीं होता।
उसकी क्या गति हो गई है।
अवस्था, अवस्थान, अहवाल, आलम, गत, गति, दशा, रूप, वृत्ति, सूरत, स्टेज, स्थानक, स्थिति, हाल, हालत

The way something is with respect to its main attributes.

The current state of knowledge.
His state of health.
In a weak financial state.
state

ଅର୍ଥ : ଉଦାସୀ ବା ଉତ୍ତେଜନାର ଅବସ୍ଥା

ଉଦାହରଣ : ସେ ବର୍ତ୍ତମାନ ଏ ଭଳି ହାଲରେ ଅଛି ଯେ ତା ସହିତ ତର୍କ କରିବା ଉଚିତ୍‌ ନୁହେଁ

ସମକକ୍ଷ : ଦଶା, ହାଲ୍‌

* उदासी या उत्तेजना की अवस्था।

वह इस समय ऐसी अवस्था में है कि उससे तर्क करना ठीक नहीं।
अवस्था, दशा, हालत

A state of depression or agitation.

He was in such a state you just couldn't reason with him.
state

ଅର୍ଥ : ରସାୟନ ବିଜ୍ଞାନର ଅନ୍ତର୍ଭୁକ୍ତ ଯେଉଁ ତିନୋଟି ଅବସ୍ଥାରେ ସମସ୍ତ ପଦାର୍ଥ ସମାହିତ

ଉଦାହରଣ : ପଦାର୍ଥଗୁଡ଼ିକ କଠିନ, ତରଳ, ଓ ଗ୍ୟାସୀୟ ଅବସ୍ଥାରେ ମିଳେ

रसायन विज्ञान में मानी हुई वह तीन अवस्था जिसमें सभी पदार्थ समाहित हैं।

पदार्थ ठोस, द्रव और गैस इन तीन अवस्थाओं में पाया जाता है।
अवस्था

(chemistry) the three traditional states of matter are solids (fixed shape and volume) and liquids (fixed volume and shaped by the container) and gases (filling the container).

The solid state of water is called ice.
state, state of matter

ଅର୍ଥ : କାହାକୁ କିଛି ମାଗିବାର ଅବସ୍ଥା ବା ପ୍ରକାଶ

ଉଦାହରଣ : ଭିକାରୀର ଅବସ୍ଥା ଦେଖି ତାଙ୍କର ଦୟାଭାବ ଆସିଥିଲା

किसी से कुछ माँगने की अवस्था या भाव।

भिखारी की अर्थिता देख उन्हें दया आ गई।
अर्थिता