ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଟ   ବିଶେଷ୍ୟ

ଅର୍ଥ : ରେଶମରୁ ତିଆରି ହୋଉଥିବା ବସ୍ତ୍ର

ଉଦାହରଣ : ନୃତ୍ୟାଙ୍ଗନା ରେଶମୀ ବସ୍ତ୍ର ପିନ୍ଧି ନୃତ୍ୟ କରୁଛନ୍ତି

ସମକକ୍ଷ : କୌଷେୟ, ରେଶମୀ ବସ୍ତ୍ର

रेशम से बना हुआ वस्त्र।

नृत्यांगना रेशमी वस्त्र पहनकर नृत्य कर रही है।
अंशुक, कौषेय, पाटंबर, पाटम्बर, रेशमी वस्त्र

A fabric made from the fine threads produced by certain insect larvae.

silk

ଅର୍ଥ : କାଶ୍ମୀର, ଆଲମୋଡ଼ାଆଦି ପାହାଡ଼ିଆ ଅଞ୍ଚଳରେ ବ୍ୟବହାର ହେଉଥିବା ଏକ ରେଶମ ବସ୍ତ୍ର ଯାହା ବହୁତ ଗରମ ଲାଗେ

ଉଦାହରଣ : ଥଣ୍ଡାରୁ ରକ୍ଷାପାଇବାପାଇଁ ସେ ମଠା ଉପରେ ସାଲ୍‌ ଘୋଡ଼େଇ ହେଲା

ସମକକ୍ଷ : ଟସର, ମକୁଟା, ମଠା

काश्मीर,अलमोड़ा आदि पहाड़ी प्रदेशों में उपयोग किया जानेवाला एक ऊनी वस्त्र जो बहुत गरम होता है।

ठंड से बचने के लिए उसने पट्टू के ऊपर से साल ओढ़ ली।
पट्टू

ଅର୍ଥ : ପଥର, କାଠଆଦିର ସମତଳ ଖଣ୍ଡ ଯାହା ଉପରେଧୋବା ଲୁଗା ସଫା କରେ

ଉଦାହରଣ : ଧୋବାତୁଠରେ ଲୁଗା ସଫା କରିବା ପାଇଁ ସ୍ଥାନେସ୍ଥାନେ ଗଣ୍ଡି ରଖା ହୋଇଥିଲା

ସମକକ୍ଷ : ଗଣ୍ଡି

वह पत्थर, लकड़ी आदि का चौरस टुकड़ा जिस पर धोबी कपड़े धोते हैं।

धोबीघाट पर कपड़े धोने के लिए जगह-जगह पर पाट रखे हुए थे।
धोबी पाट, धोबी-पाट, धोबीपाट, पाट

ଅର୍ଥ : ଚକିର ଉପର ବା ତଳ ପଥର ମଧ୍ୟରୁ କୌଣସି ଗୋଟିଏ

ଉଦାହରଣ : ଏହି ଚକିର ତଳ ପାଟ ଘୋରି ହୋଇଗଲାଣି

चक्की के ऊपर या नीचे के पत्थरों में से कोई एक।

इस चक्की का निचला पाट घिस गया है।
पाट