ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଣ୍ଡ   ବିଶେଷ୍ୟ

ଅର୍ଥ : ବୃକ୍ଷର ଯେଉଁ ତଳ ଅଂଶରେ ଡାଳ ନଥାଏ

ଉଦାହରଣ : ଏହି ଗଛର ଗଣ୍ଡି ବହୁତ ସରୁ

ସମକକ୍ଷ : ଗଣ୍ଡି

वृक्ष का वह नीचे वाला भाग जिसमें डालियाँ नहीं होतीं।

इस वृक्ष का तना बहुत पतला है।
कांड, काण्ड, टेरा, तना, पेड़ी, माँझा, मांझा, स्तंभ, स्तम्भ

A slender or elongated structure that supports a plant or fungus or a plant part or plant organ.

stalk, stem

ଅର୍ଥ : କୌଣସି କାର୍ଯ୍ୟ ବା ବିଷୟର ବିଭାଗ

ଉଦାହରଣ : ରାମାୟଣରେ ସାତଟି କାଣ୍ଡ ଅଛି

किसी कार्य अथवा विषय का विभाग।

नाटक के अगले कांड में भगवान जन्म लेंगे।
कांड, काण्ड

A major division of a long poem.

canto

ଅର୍ଥ : ବହୁତ ବଡ଼ ଝଗଡ଼ା ବା ଅନୁଚିତ କାର୍ୟ ବା ଅଶୁଭ ଘଟଣା

ଉଦାହରଣ : ଆଜି ଏଠାରେ ବହୁତ ବଡ଼ କାଣ୍ଡ ହୋଇଗଲା

बहुत बड़ा झगड़ा, अनुचित कार्य या कोई अशुभ घटना।

आज वहाँ बहुत बड़ा कांड हो गया।
कांड, काण्ड

A public disturbance.

The police investigated an incident at the bus station.
incident