ଅର୍ଥ : ଜୀବିକା-ନିର୍ବାହର ଏପରି ସାଧନ ଯେଉଁଥିରେ ନିଜର ଏବଂ ନିଜ ପରିବାରର ଭରଣ ପୋଷଣ ହୋଇଥାଏ
ଉଦାହରଣ :
ଖାଦ୍ୟ ପାଇଁ ଲୋକେ ଗାଁ ଛାଡିକରି ସହର ଯାଉଛନ୍ତି
ସମକକ୍ଷ : ଅନ୍ନ
ଅର୍ଥ : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ
ଉଦାହରଣ :
ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍ ବେଶି
ସମକକ୍ଷ : ଅନ୍ନ, ଅର୍କ, ଆହାର, ଆହାର ପଦାର୍ଥ, ଖାଦ୍ୟପଦାର୍ଥ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ
ଅର୍ଥ : ପଶୁପକ୍ଷୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ବସ୍ତୁ
ଉଦାହରଣ :
ସେ କୁକୁଡ଼ାମାନଙ୍କୁ ଖାଦ୍ୟ ଦେଉଛନ୍ତି କୃଷକ ବଳଦମାନଙ୍କପାଇଁ ଚାରା ଆଣିବାପାଇଁ ଗଲେ
ସମକକ୍ଷ : ଚାରା