ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଦ୍ୟପଦାର୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଦ୍ୟପଦାର୍ଥ   ବିଶେଷ୍ୟ

ଅର୍ଥ : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ

ଉଦାହରଣ : ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍‌ ବେଶି

ସମକକ୍ଷ : ଅନ୍ନ, ଅର୍କ, ଆହାର, ଆହାର ପଦାର୍ଥ, ଖାଦ୍ୟ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ

खाने (या पीने) के काम आने वाली वस्तु जिससे शरीर को ऊर्जा मिले और शारीरिक विकास हो।

गाँव की अपेक्षा शहरों में खाद्य वस्तुएँ बहुत महँगी हैं।
अन्न, अर्क, आहर, आहार, आहार पदार्थ, इरा, खाद्य, खाद्य पदार्थ, खाद्य वस्तु, खाद्य सामग्री, खाद्य-सामग्री, खाद्यपदार्थ, खाद्यवस्तु, खाना, तआम, फूड, भोज्य पदार्थ, रसद