ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ନ   ବିଶେଷ୍ୟ

ଅର୍ଥ : ଜୀବିକା-ନିର୍ବାହର ଏପରି ସାଧନ ଯେଉଁଥିରେ ନିଜର ଏବଂ ନିଜ ପରିବାରର ଭରଣ ପୋଷଣ ହୋଇଥାଏ

ଉଦାହରଣ : ଖାଦ୍ୟ ପାଇଁ ଲୋକେ ଗାଁ ଛାଡିକରି ସହର ଯାଉଛନ୍ତି

ସମକକ୍ଷ : ଖାଦ୍ୟ

जीविका-निर्वाह का ऐसा साधन जिससे अपना और अपने परिवार का पेट पाला जाता हो।

रोटी की तलाश में लोग गाँव छोड़कर शहर जा रहे हैं।
रोटी

ଅର୍ଥ : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ

ଉଦାହରଣ : ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍‌ ବେଶି

ସମକକ୍ଷ : ଅର୍କ, ଆହାର, ଆହାର ପଦାର୍ଥ, ଖାଦ୍ୟ, ଖାଦ୍ୟପଦାର୍ଥ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ

खाने (या पीने) के काम आने वाली वस्तु जिससे शरीर को ऊर्जा मिले और शारीरिक विकास हो।

गाँव की अपेक्षा शहरों में खाद्य वस्तुएँ बहुत महँगी हैं।
अन्न, अर्क, आहर, आहार, आहार पदार्थ, इरा, खाद्य, खाद्य पदार्थ, खाद्य वस्तु, खाद्य सामग्री, खाद्य-सामग्री, खाद्यपदार्थ, खाद्यवस्तु, खाना, तआम, फूड, भोज्य पदार्थ, रसद

ଅର୍ଥ : କେତେକ ଛୋଟ ଗଛରୁ ମିଳୁଥିବା ଖାଇବାଯୋଗ୍ୟ ଦାନା

ଉଦାହରଣ : ଶ୍ୟାମ ଖାଦ୍ୟଶସ୍ୟ ବେପାରୀ

ସମକକ୍ଷ : ଖାଦ୍ୟଶସ୍ୟ, ଧାନ, ଶସ୍ୟ

कुछ पौधों से उत्पन्न होने वाले दाने जो खाने के काम में आते हैं।

श्याम अनाज का व्यापारी है।
अनाज, अन्न, इड़, इरा, खाद्यान्न, गल्ला, ग़ल्ला, धान्य, वाज, शस्य, सस्य

Dry seed-like fruit produced by the cereal grasses: e.g. wheat, barley, Indian corn.

caryopsis, grain