ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୋଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୋଜନ   ବିଶେଷ୍ୟ

ଅର୍ଥ : ଖାଇବାର ପ୍ରକ୍ରିୟା

ଉଦାହରଣ : ଆଜି ସକାଳଠାରୁ ଖାଇବା ହେଉଛି

ସମକକ୍ଷ : ଖାଇବା, ଖାଇବାପିଇବା, ଖିଆପିଆ

खाने की क्रिया।

आज सुबह से ही खवाई हो रही है।
खवाई

The act of consuming food.

eating, feeding

ଅର୍ଥ : ଖାଇବା କାର୍ଯ୍ୟ

ଉଦାହରଣ : ମୁଁ ଜଙ୍ଗଲରେ ବାଘ କୁକୁରକୁ ଭକ୍ଷଣ କରୁଥିବାର ଦେଖିଲି

ସମକକ୍ଷ : ଖାଇବା, ଭକ୍ଷ, ଭକ୍ଷଣ

खाने की क्रिया।

हमने जंगल में शेर को कुत्ते का भक्षण करते देखा।
अभ्याहार, खाना, चरण, भक्षण

The act of consuming food.

eating, feeding

ଅର୍ଥ : ଖାଦ୍ୟ ଖାଇବା କ୍ରିୟା

ଉଦାହରଣ : ଭୋଜନ ପରେ ସେ ବିଶ୍ରାମ କରିବାକୁ ଗଲେ

ସମକକ୍ଷ : ଅନ୍ନ ଗ୍ରହଣ, ଆହାର, ଖାଦ୍ୟଗ୍ରହଣ

खाना खाने की क्रिया।

भोजन समाप्त करके वह विश्राम करने चला गया।
अन्न ग्रहण, अशन, भोजन, भोजन कर्म

ଅର୍ଥ : ଦିନରେ ପ୍ରାୟତଃ ଦୁଇଥର ନିର୍ଦିଷ୍ଟ ସମୟରେ ନିଆଯାଉଥିବା ପୂର୍ଣ୍ଣାହାର

ଉଦାହରଣ : ସେ ଠାକୁରଙ୍କୁ ଭୋଗ ଲଗାଇବାପରେ ଭୋଜନ ଗ୍ରହଣ କରନ୍ତି ଖାଦ୍ୟ ପ୍ରସ୍ତୁତ

ସମକକ୍ଷ : ଆହାର, ଖାଦ୍ୟ, ଖାନା

दिन में प्रायः दो बार नियत समय पर लिया जाने वाला संपूर्ण आहार।

माँ भोजन तैयार करके पिताजी का इंतजार कर रही हैं।
वह ठाकुर जी को भोग लगाने के बाद भोजन ग्रहण करता है।
रसोई तैयार है।
अन्न, अशन, असन, आहर, आहार, खाना, जेवन, ज्योनार, डाइट, भोजन, रसोई, रोटी

The food served and eaten at one time.

meal, repast

ଅର୍ଥ : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା

ଉଦାହରଣ : ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ

ସମକକ୍ଷ : ଉପଭୋଗ, ଖାଇବା, ଗ୍ରହଣ କରିବା, ସେବନ

खाने-पीने की चीजों या किसी अन्य वस्तु को उपयोग में लाने की क्रिया।

अधिक रक्तचाप से पीड़ित व्यक्ति को नियमित रूप से औषध का सेवन करना चाहिए।
उद्ग्रहण, उपभोग, रसास्वादन, सेवन

The act of using.

He warned against the use of narcotic drugs.
Skilled in the utilization of computers.
employment, exercise, usage, use, utilisation, utilization

ଅର୍ଥ : ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି

ଉଦାହରଣ : ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା

ସମକକ୍ଷ : ଆହାର, ଭକ୍ଷ ପଦାର୍ଥ, ଶିକାର

मांसाहारी जीव-जन्तुओं द्वारा भक्षण किया जाने वाले कीट, पशु, पक्षी आदि।

छिपकली ने शिकार को अपनी जीभ से लपक लिया।
आहार, भक्ष्य पदार्थ, भोजन, शिकार

The usual food and drink consumed by an organism (person or animal).

diet