ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆହାର   ବିଶେଷ୍ୟ

ଅର୍ଥ : ଭାତ, ରୁଟିଆଦି ସହିତ ଖିଆଯାଉଥିବା ପଦାର୍ଥ

ଉଦାହରଣ : ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ

ସମକକ୍ଷ : ଖାଦ୍ୟ, ବ୍ୟଞ୍ଜନ

चावल, रोटी आदि के साथ खाये जाने वाले पदार्थ।

त्योहारों में तरह-तरह के व्यंजन बनाए जाते हैं।
आहार व्यंजन, ब्यंजन, व्यंजन, संपन्न, सम्पन्न

A particular item of prepared food.

She prepared a special dish for dinner.
dish

ଅର୍ଥ : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ

ଉଦାହରଣ : ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍‌ ବେଶି

ସମକକ୍ଷ : ଅନ୍ନ, ଅର୍କ, ଆହାର ପଦାର୍ଥ, ଖାଦ୍ୟ, ଖାଦ୍ୟପଦାର୍ଥ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ

खाने (या पीने) के काम आने वाली वस्तु जिससे शरीर को ऊर्जा मिले और शारीरिक विकास हो।

गाँव की अपेक्षा शहरों में खाद्य वस्तुएँ बहुत महँगी हैं।
अन्न, अर्क, आहर, आहार, आहार पदार्थ, इरा, खाद्य, खाद्य पदार्थ, खाद्य वस्तु, खाद्य सामग्री, खाद्य-सामग्री, खाद्यपदार्थ, खाद्यवस्तु, खाना, तआम, फूड, भोज्य पदार्थ, रसद

ଅର୍ଥ : ଖାଦ୍ୟ ଖାଇବା କ୍ରିୟା

ଉଦାହରଣ : ଭୋଜନ ପରେ ସେ ବିଶ୍ରାମ କରିବାକୁ ଗଲେ

ସମକକ୍ଷ : ଅନ୍ନ ଗ୍ରହଣ, ଖାଦ୍ୟଗ୍ରହଣ, ଭୋଜନ

खाना खाने की क्रिया।

भोजन समाप्त करके वह विश्राम करने चला गया।
अन्न ग्रहण, अशन, भोजन, भोजन कर्म

ଅର୍ଥ : ଦିନରେ ପ୍ରାୟତଃ ଦୁଇଥର ନିର୍ଦିଷ୍ଟ ସମୟରେ ନିଆଯାଉଥିବା ପୂର୍ଣ୍ଣାହାର

ଉଦାହରଣ : ସେ ଠାକୁରଙ୍କୁ ଭୋଗ ଲଗାଇବାପରେ ଭୋଜନ ଗ୍ରହଣ କରନ୍ତି ଖାଦ୍ୟ ପ୍ରସ୍ତୁତ

ସମକକ୍ଷ : ଖାଦ୍ୟ, ଖାନା, ଭୋଜନ

दिन में प्रायः दो बार नियत समय पर लिया जाने वाला संपूर्ण आहार।

माँ भोजन तैयार करके पिताजी का इंतजार कर रही हैं।
वह ठाकुर जी को भोग लगाने के बाद भोजन ग्रहण करता है।
रसोई तैयार है।
अन्न, अशन, असन, आहर, आहार, खाना, जेवन, ज्योनार, डाइट, भोजन, रसोई, रोटी

The food served and eaten at one time.

meal, repast

ଅର୍ଥ : ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି

ଉଦାହରଣ : ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା

ସମକକ୍ଷ : ଭକ୍ଷ ପଦାର୍ଥ, ଭୋଜନ, ଶିକାର

मांसाहारी जीव-जन्तुओं द्वारा भक्षण किया जाने वाले कीट, पशु, पक्षी आदि।

छिपकली ने शिकार को अपनी जीभ से लपक लिया।
आहार, भक्ष्य पदार्थ, भोजन, शिकार

The usual food and drink consumed by an organism (person or animal).

diet

ଆହାର   ବିଶେଷଣ

ଅର୍ଥ : ଯାହା ଖାଇବା ଯୋଗ୍ୟ

ଉଦାହରଣ : ଖାଇବା ଫଳକୁ ଧୋଇଲାପରେ ହିଁ ଉପଯୋଗ କରାଯିବା ଉଚିତ

ସମକକ୍ଷ : ଖାଇବା, ଖାଦ୍ୟ, ଭକ୍ଷ, ଭୋଜ୍ୟ

जो खाने योग्य हो।

खाद्य फलों को धोकर ही उपयोग में लाना चाहिए।
अशनीय, आहार्य, आहार्य्य, खाद्य, ग्राह्य, भक्ष्य, भोज्य

Suitable for use as food.

comestible, eatable, edible