ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାରା   ବିଶେଷ୍ୟ

ଅର୍ଥ : ଯେଉଁ ଛୋଟ ଗଛକୁ ଗୋଟିଏ ସ୍ଥାନରୁ ଉପାଡ଼ି ଅନ୍ୟ ସ୍ଥାନରେ ଲଗାଯାଏ

ଉଦାହରଣ : ସେ ଖେତରେ ଧାନ ତଳି ରୋଉଛନ୍ତି

ସମକକ୍ଷ : ତଳି

वह छोटा पौधा जो एक जगह से हटाकर दूसरी जगह लगाया जाता है।

वह खेत में धान की पौध रोप रहा है।
पनीरी, पनेरी, पौद, पौध

Young plant or tree grown from a seed.

seedling

ଅର୍ଥ : ପଶୁପକ୍ଷୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ବସ୍ତୁ

ଉଦାହରଣ : ସେ କୁକୁଡ଼ାମାନଙ୍କୁ ଖାଦ୍ୟ ଦେଉଛନ୍ତି କୃଷକ ବଳଦମାନଙ୍କପାଇଁ ଚାରା ଆଣିବାପାଇଁ ଗଲେ

ସମକକ୍ଷ : ଖାଦ୍ୟ

पशु-पक्षियों को दी जाने वाली खाद्य वस्तु।

वह मुर्गी को चारा डाल रहा है।
किसान बैलों के लिए चारा लाने गया है।
चारा

Food for domestic livestock.

feed, provender

ଅର୍ଥ : ଶିକାର ସମୟରେ ଶିକାରକୁ ଲୋଭାନ୍ୱିତ କରିବା ପାଇଁ ତା ଆଖପାଖରେ ବିଚ୍ଛାଯାଇଥିବା ଥୋପ

ଉଦାହରଣ : ଶିକାରୀ ଥୋପ ପକାଇବା ପରେ ଗଛ ପଛରେ ଲୁଚିଗଲା

ସମକକ୍ଷ : ଥୋପ

आखेट के समय शिकार को लुभाने के लिए उसके आस-पास डाला जाने वाला चारा।

शिकारी चारा डालने के बाद पेड़ के पीछे छिप गया।
आखेट चारा, चारा