ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯୌବନ କହୁଥିବା ସମାଚାର
ଉଦାହରଣ : ମୁ ଆପଣଙ୍କୁ ଡାକିବାପାଇଁ ରାମ ହାତରେ ଖବର ପଠେଇଥିଲି
ସମକକ୍ଷ : ବାର୍ତ୍ତା, ସନ୍ଦେଶ
जबानी कहलाया हुआ समाचार।
A communication (usually brief) that is written or spoken or signaled.
ଅର୍ଥ : କାହାରିକୁ ଦିଆଯାଉଥିବା କୌଣସି ଘଟଣାର ସୂଚନା
ଉଦାହରଣ : ସମ୍ବାଦଦାତା ପ୍ରେସ୍କୁ ରିପୋର୍ଟ ପଠାଇଲେ ସେ ଥାନାରେ ରିପୋର୍ଟ ଲେଖାଇବାକୁ ଯାଇଛି
ସମକକ୍ଷ : ତଥ୍ୟ, ରିପୋର୍ଟ
किसी घटना की सूचना, जो किसी को दी जाए।
The act of informing by verbal report.
ଅର୍ଥ : କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
ଉଦାହରଣ : ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
ସମକକ୍ଷ : ସଂଦେଶ, ସଂବାଦ, ସମାଚାର
किसी उद्देश्य से कही या कहलाई हुई या लिखित या सांकेतिक कोई महत्वपूर्ण बात।
ଅର୍ଥ : ଯେଉଁ ସୂଚନା ଯାହା ରେଡିଓ, ଖବର କାଗଜଆଦିରେ ମିଳେ
ଉଦାହରଣ : ଏବେ ଆପଣ ହିନ୍ଦୀରେ ଦେଶବିଦେଶର ଖବର ଶୁଣୁଥିଲେ
ସମକକ୍ଷ : ବାର୍ତ୍ତା, ସମାଚାର, ସମ୍ବାଦ
वह सूचना जो रेडियो, समाचार पत्रों, आदि से प्राप्त हो।
Information reported in a newspaper or news magazine.
ଅର୍ଥ : ହାଲ୍ଚାଲ୍
ଉଦାହରଣ : ବିଲାତ ଯିବା ପରେ ମନୋଜ କେବେ ବି ନିଜ ଗାଁଉଲୀ ମାଆବାପାଙ୍କ ଖବର ବୁଝିଲା ନାହିଁ
ସମକକ୍ଷ : ସଂବାଦ
हाल-चाल।
Paying particular notice (as to children or helpless people).
ଅର୍ଥ : ଯେଉଁ କଥାଦ୍ୱାରା କୌଣସି ବଡ଼ ଘଟଣା, ରହସ୍ୟଆଦି ବିଷୟରେ ଜଣାପଡ଼େ
ଉଦାହରଣ : ଗତକାଲିର ବ୍ୟାଙ୍କ୍ ଡକାୟତି ବିଷୟରେ ଏପର୍ଯ୍ୟନ୍ତ କିଛି ବି ସୁରାକ୍ ମିଳି ନାହିଁ
ସମକକ୍ଷ : ଠିକଣା, ପତ୍ତା, ସୁରାକ୍, ସୂତ୍ର
वह बात जिसके सहारे किसी दूसरी बड़ी बात, घटना, रहस्य आदि का पता लगे।
Evidence that helps to solve a problem.
ଅର୍ଥ : ଯେଉଁ କଥା କାହାରିକୁ କୌଣସି ବିଷୟକ ଜ୍ଞାନ ଦେବାପାଇଁ ବା ଜଣେଇବାପାଇଁ କୁହାଯାଏ
ଉଦାହରଣ : ଜଳବାୟୁ ବିଭାଗ ଭାରି ବର୍ଷା ହେବାର ସୂଚନା ଦେଇଛି ମୁଁ ରାମକୁ ଖବରଦେଇଛି ସେ ଆସୁଥିବ
ସମକକ୍ଷ : ଏତଲା, ଜ୍ଞାପନ, ନୋଟିସ୍, ସମ୍ବାଦ, ସୂଚନା
वह बात आदि जो किसी को किसी विषय का ज्ञान या परिचय कराने के लिए कही जाए।
A message received and understood.
ସଂସ୍ଥାପନ କରନ୍ତୁ