ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂଚନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂଚନା   ବିଶେଷ୍ୟ

ଅର୍ଥ : ଯେଉଁ କଥା କାହାରିକୁ କୌଣସି ବିଷୟକ ଜ୍ଞାନ ଦେବାପାଇଁ ବା ଜଣେଇବାପାଇଁ କୁହାଯାଏ

ଉଦାହରଣ : ଜଳବାୟୁ ବିଭାଗ ଭାରି ବର୍ଷା ହେବାର ସୂଚନା ଦେଇଛି ମୁଁ ରାମକୁ ଖବରଦେଇଛି ସେ ଆସୁଥିବ

ସମକକ୍ଷ : ଏତଲା, ଖବର, ଜ୍ଞାପନ, ନୋଟିସ୍‌, ସମ୍ବାଦ

वह बात आदि जो किसी को किसी विषय का ज्ञान या परिचय कराने के लिए कही जाए।

मौसम विभाग ने भारी बारिश होने की सूचना दी है।
मैंने राम को सूचना दे दी है वह आता ही होगा।
आगाही, आलोक पत्र, आलोक-पत्र, इत्तला, इत्तिला, खबर, ख़बर, जानकारी, ज्ञापन, नोटिस, सूचना

A message received and understood.

info, information

ଅର୍ଥ : ବତାଇବା ବା ସୂଚିତ କରିବାର ପ୍ରକ୍ରିୟା

ଉଦାହରଣ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଜ୍ଞପ୍ତି ଅନୁସାରେ ସାରା ବିଶ୍ୱରେ ମୂଷାଗୁଡ଼ିକ ୩୩ କୋଟି ଟନ ଚାଉଳ ଖାଇ ଯାଉଛନ୍ତି

ସମକକ୍ଷ : ବିଜ୍ଞପ୍ତି

बतलाने या सूचित करने की क्रिया।

विश्व स्वास्थ्य संगठन की एक विज्ञप्ति के अनुसार सारे संसार में चूहे ३३ करोड़ टन चावल खा जाते हैं।
विज्ञप्ति

An official report (usually sent in haste).

communique, despatch, dispatch