ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାର୍ତ୍ତା   ବିଶେଷ୍ୟ

ଅର୍ଥ : ଯୌବନ କହୁଥିବା ସମାଚାର

ଉଦାହରଣ : ମୁ ଆପଣଙ୍କୁ ଡାକିବାପାଇଁ ରାମ ହାତରେ ଖବର ପଠେଇଥିଲି

ସମକକ୍ଷ : ଖବର, ସନ୍ଦେଶ

जबानी कहलाया हुआ समाचार।

मैंने आपको बुलाने के लिए राम से संदेश भेजा था।
खबर, ख़बर, संदेश, संदेशा, संदेसा

A communication (usually brief) that is written or spoken or signaled.

He sent a three-word message.
message

ଅର୍ଥ : ଯେଉଁ ସୂଚନା ଯାହା ରେଡିଓ, ଖବର କାଗଜଆଦିରେ ମିଳେ

ଉଦାହରଣ : ଏବେ ଆପଣ ହିନ୍ଦୀରେ ଦେଶବିଦେଶର ଖବର ଶୁଣୁଥିଲେ

ସମକକ୍ଷ : ଖବର, ସମାଚାର, ସମ୍ବାଦ

वह सूचना जो रेडियो, समाचार पत्रों, आदि से प्राप्त हो।

अभी आप हिंदी में देश-विदेश के समाचार सुन रहे थे।
खबर, ख़बर, न्यूज, न्यूज़, वाकया, वाक़या, वाक़िया, वाकिया, वाक्या, वार्ता, वार्त्ता, वृत्तांत, वृत्तान्त, संवाद, समाचार, सम्वाद, हाल

Information reported in a newspaper or news magazine.

The news of my death was greatly exaggerated.
news