ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜ୍ଞାପନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜ୍ଞାପନ   ବିଶେଷ୍ୟ

ଅର୍ଥ : ଯେଉଁ କଥା କାହାରିକୁ କୌଣସି ବିଷୟକ ଜ୍ଞାନ ଦେବାପାଇଁ ବା ଜଣେଇବାପାଇଁ କୁହାଯାଏ

ଉଦାହରଣ : ଜଳବାୟୁ ବିଭାଗ ଭାରି ବର୍ଷା ହେବାର ସୂଚନା ଦେଇଛି ମୁଁ ରାମକୁ ଖବରଦେଇଛି ସେ ଆସୁଥିବ

ସମକକ୍ଷ : ଏତଲା, ଖବର, ନୋଟିସ୍‌, ସମ୍ବାଦ, ସୂଚନା

वह बात आदि जो किसी को किसी विषय का ज्ञान या परिचय कराने के लिए कही जाए।

मौसम विभाग ने भारी बारिश होने की सूचना दी है।
मैंने राम को सूचना दे दी है वह आता ही होगा।
आगाही, आलोक पत्र, आलोक-पत्र, इत्तला, इत्तिला, खबर, ख़बर, जानकारी, ज्ञापन, नोटिस, सूचना

A message received and understood.

info, information