ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠିକଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠିକଣା   ବିଶେଷ୍ୟ

ଅର୍ଥ : କାହାର ରହିବା କିମ୍ବା କାହାକୁ ଦେଖାକରିବା ସ୍ଥାନକୁ ସୂଚିତ କରୁଥିବା ଯେଉଁ କଥା ଦ୍ୱାରା କାହାପାଖରେ ପହଞ୍ଚିହୁଏ ବା କାହାକୁ ପାଇହୁଏ

ଉଦାହରଣ : ମୁଁ ତାର ଠିକଣା ଖୋଜି ସେଠାରେ ପହଞ୍ଚିଲି

ସମକକ୍ଷ : ଅତା-ପତା, ଠାବ, ନାଁ ଗାଁ

किसी के रहने या मिलने के स्थान को सूचित करनेवाली वह बात जिससे किसी तक पहुँचा जाए या किसी को पा सकें।

मैं उसका पता ढूँढते हुए वहाँ पहुँचा।
अता-पता, ठाँ-ठिकाना, ठाँव, ठिकाना, ठौर, ठौर ठिकाना, ठौर-ठिकाना, नाँव-ठाँव, नाम-पता, नाव-ठाँव, पता, पता-ठिकाना, मक़ाम, मकाम, मुक़ाम, मुकाम

The place where a person or organization can be found or communicated with.

address

ଅର୍ଥ : ଯେଉଁ କଥାଦ୍ୱାରା କୌଣସି ବଡ଼ ଘଟଣା, ରହସ୍ୟଆଦି ବିଷୟରେ ଜଣାପଡ଼େ

ଉଦାହରଣ : ଗତକାଲିର ବ୍ୟାଙ୍କ୍ ଡକାୟତି ବିଷୟରେ ଏପର୍ଯ୍ୟନ୍ତ କିଛି ବି ସୁରାକ୍ ମିଳି ନାହିଁ

ସମକକ୍ଷ : ଖବର, ପତ୍ତା, ସୁରାକ୍, ସୂତ୍ର

वह बात जिसके सहारे किसी दूसरी बड़ी बात, घटना, रहस्य आदि का पता लगे।

कल हुई बैंक डकैती का अभी तक कुछ सुराग़ नहीं मिल पाया है।
अता-पता, आहट, कनसुई, खबर, ख़बर, टोह, पता, संकेत, सङ्केत, सुराग, सुराग़, सूत्र

Evidence that helps to solve a problem.

clew, clue, cue

ଅର୍ଥ : କୌଣସି ସ୍ଥାନ,ବ୍ୟକ୍ତି ଆଦିକୁ ପାଇବାପାଇଁ ଲେଖାଯାଇଥିବା ନିର୍ଦ୍ଦେଶ ବା ପତ୍ର ଆଦିରେ ଲେଖାଯାଇଥିବା କୌଣସି ଲୋକର ନାଁ ଏବଂ ରହିବାର ସ୍ଥାନ ଆଦି

ଉଦାହରଣ : ଭୁଲ ଠିକଣା ଲେଖା ହୋଇଥିବା ହେତୁ ଡାକବାଲା ଅନ୍ୟର ଚିଠି ଆମ ଘରେ ଦେଇଗଲା

किसी स्थान, व्यक्ति आदि को पाने के लिए लिखे हुए निर्देश या पत्र आदि पर लिखा हुआ किसी का नाम और रहने का स्थान आदि।

गलत पता लिखा होने के कारण डाकिया दूसरे का पत्र हमारे घर में डाल गया।
पता, सरनामा, सिरनामा

Written directions for finding some location. Written on letters or packages that are to be delivered to that location.

address, destination, name and address

ଅର୍ଥ : କୌଣସି ଜିନିଷ ବା କଥାର ଠିକଣା ଦେଉଥିବା କୌଣସି ତତ୍ତ୍ୱ

ଉଦାହରଣ : ବର୍ତ୍ତମାନ ସୁଦ୍ଧା ତା ଭାଇର କୌଣସି ଖୋଜଖବର ମିଳୁନାହିଁ

ସମକକ୍ଷ : ଖୋଜଖବର, ପତ୍ତା

किसी चीज या बात का पता देने वाला कोई तत्व।

अभी तक उसके भाई का कोई पता-ठिकाना नहीं मिला।
ठाँ-ठिकाना, ठिकाना, ठौर-ठिकाना, नाम-पता, पता निर्देश, पता-ठिकाना

The general location where something is.

I questioned him about his whereabouts on the night of the crime.
whereabouts