ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେନ୍ଦ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେନ୍ଦ୍ର   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାର୍ଯ୍ୟ ନିମନ୍ତେ କିଛି ଲୋକ ମିଳିତ ବା ଏକାଠି ହେବା ବା ରହିବାର ଜାଗା

ଉଦାହରଣ : ଏହି ସହର ଅସାମାଜିକ କାରଣର ଆଡ଼୍‌ଡ଼ା ବନିଯାଇଛି ସ୍ୱାଧୀନତା ସଂଗ୍ରାମ ସମୟରେ ଲକ୍ଷ୍ନୌ କ୍ରାନ୍ତିକାରୀମାନଙ୍କ ଆଡ଼୍‌ଡ଼ା ପାଲଟିଯାଇଥିଲା

ସମକକ୍ଷ : ଆଡ଼୍‌ଡ଼ା, ଗଡ଼, ପେଣ୍ଠସ୍ଥଳୀ

किसी विशेष कार्य के लिए कुछ लोगों के मिलने या इकट्ठा होने या रहने की जगह।

यह शहर असामाजिक तत्वों का अड्डा बन गया है।
अड्डा, केंद्र, केन्द्र, गढ़

ଅର୍ଥ : ଦେଶରେ ଶାସନ କରୁଥିବା ସରକାର ଯାହାଙ୍କ ମୁଖ୍ୟାଳୟ ଦେଶର ରାଜଧାନୀରେ ଥାଏ

ଉଦାହରଣ : କେନ୍ଦ୍ର ଚାଷୀଙ୍କ ନିମନ୍ତେ ନୂଆନୂଆ ଯୋଜନାସବୁ ପ୍ରଣୟନ କରୁଛି

ସମକକ୍ଷ : କେଂଦ୍ର, କେଂଦ୍ର ସରକାର, କେନ୍ଦ୍ର ସରକାର

ଅର୍ଥ : ସେହି ସ୍ଥାନ ଯାହା କୌଣସି କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରିତ ହୋଇଛି ବା ସେଠାରେ କୌଣସି କାର୍ଯ୍ୟ ବିଶେଷ ରୂପରେ ହୋଇଥାଏ

ଉଦାହରଣ : ଦିଲ୍ଲୀ ନେତାମାନଙ୍କ ନିମନ୍ତେ ଗୋଟିଏ ରାଜନୈତିକ କେନ୍ଦ୍ର

ସମକକ୍ଷ : ଆଡ଼୍‌ଡ଼ା, କେନ୍ଦ୍ର ସ୍ଥଳ, କେନ୍ଦ୍ରୀୟ ସ୍ଥାନ

वह स्थान जो किसी कार्य आदि के लिए नियत हो या वहाँ कोई कार्य विशेष रूप से होता हो।

दिल्ली नेताओं के लिए एक राजनैतिक केंद्र है।
अड्डा, केंद्र, केंद्र स्थान, केंद्रस्थल, केंद्रीय स्थान, केन्द्र, केन्द्र स्थान, केन्द्रस्थल, केन्द्रीय स्थान

ଅର୍ଥ : ଜନ୍ମକୁଣ୍ଡଳୀରେ ଗ୍ରହଙ୍କ ପ୍ରଥମ, ଚତୁର୍ଥ, ସପ୍ତମ ଏବଂ ଦଶମତମ ସ୍ଥାନ

ଉଦାହରଣ : ଜ୍ୟୋତିଷେ କେନ୍ଦ୍ରକୁ ଶୁଭ ଫଳଦାୟୀ ବୋଲି କହୁଛନ୍ତି

ସମକକ୍ଷ : କେଂଦ୍ର

जन्मकुंडली में ग्रहों का पहला, चौथा, सातवाँ और दसवाँ स्थान।

ज्योतिषी जी केंद्र को शुभ फलदायी बता रहे हैं।
केंद्र, केन्द्र

ଅର୍ଥ : ଆପଣଙ୍କ ରୁଚିଥିବା ବା ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିବା ବସ୍ତୁ

ଉଦାହରଣ : ପଡିଆର ଖେଳୁଥିବା ଖେଳାଳି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ

ସମକକ୍ଷ : କେଂଦ୍ର

वह वस्तु जिसमें आपकी रुचि हो या जिस पर आपका ध्यान केंद्रित हो।

मैदान में खेल रहे खिलाड़ी दर्शकों के आकर्षण का केंद्र होते हैं।
केंद्र, केन्द्र

The object upon which interest and attention focuses.

His stories made him the center of the party.
center, center of attention, centre, centre of attention

ଅର୍ଥ : ମଧ୍ୟ ଭାଗ ବା ସ୍ଥାନ

ଉଦାହରଣ : ଘରର ମଝିରେ ଅଗଣା ଅଛି

ସମକକ୍ଷ : ମଝି, ମଧ୍ୟ

An area that is approximately central within some larger region.

It is in the center of town.
They ran forward into the heart of the struggle.
They were in the eye of the storm.
center, centre, eye, heart, middle

ଅର୍ଥ : ପରମାଣୁ ମଧ୍ୟଭାଗରେ ଯେଉଁଠି ଧନାତ୍ମକ ଆବେଶ ଥାଏ

ଉଦାହରଣ : ପରମାଣୁ ନାଭିକେନ୍ଦ୍ରରେ ଉଭୟ ପ୍ରୋଟନ୍ ଓ ନ୍ୟୁଟ୍ରନ୍ ଥାଏ

ସମକକ୍ଷ : ନାଭିକେନ୍ଦ୍ର

परमाणु का मध्य भाग जिसमें धनात्मक आवेश होता है।

नाभिक में प्रोटान और न्युट्रान दोनों होते हैं।
केंद्र, केन्द्र, नाभिक

The positively charged dense center of an atom.

nucleus

ଅର୍ଥ : କୌଣସି ବୃତ ବା ପରିଧି ବା ପଂକ୍ତିର ଠିକ୍‌ ମଧ୍ୟ ଭାଗୀୟ ବିନ୍ଦୁ ବା ଭାଗ

ଉଦାହରଣ : ଏହି ବୃତ୍ତର କେନ୍ଦ୍ରବିନ୍ଦୁରୁ ଏକ ରେଖା ଟାଣ

ସମକକ୍ଷ : କେନ୍ଦ୍ରବିନ୍ଦୁ, ବିନ୍ଦୁନାଭି, ମଧ୍ୟବିନ୍ଦୁ

किसी वृत्त या परिधि या पंक्ति के ठीक बीचों-बीच का बिन्दु या भाग।

इस वृत्त के केंद्र बिंदु से जाती हुई एक रेखा खींचो।
केंद्र, केंद्र बिंदु, केन्द्र, केन्द्र बिन्दु, नाभि, मध्य बिंदु, मध्य-बिन्दु, मरकज, मरकज़

A point equidistant from the ends of a line or the extremities of a figure.

center, centre, midpoint