ଅର୍ଥ : ଯେଉଁ ବିନ୍ଦୁରେ ଆଲୋକ ବା ଅନ୍ୟ ବିକିରଣର କିରଣରାଶି ଏକତ୍ରିତ ହୁଅନ୍ତି ବା ଯେଉଁ ଠାରେ ଏହା ପଡେ
ଉଦାହରଣ :
ଉତ୍ତଳ ଏବଂ ଅବତଳ ଲେନ୍ସର କେନ୍ଦ୍ରବିନ୍ଦୁ ଅଲଗା ଅଲଗା ହୋଇଥାଏ
ସମକକ୍ଷ : କେଂଦ୍ରବିଂଦୁ, ଫୋକସ୍
ଅର୍ଥ : କୌଣସି ବୃତ ବା ପରିଧି ବା ପଂକ୍ତିର ଠିକ୍ ମଧ୍ୟ ଭାଗୀୟ ବିନ୍ଦୁ ବା ଭାଗ
ଉଦାହରଣ :
ଏହି ବୃତ୍ତର କେନ୍ଦ୍ରବିନ୍ଦୁରୁ ଏକ ରେଖା ଟାଣ
ସମକକ୍ଷ : କେନ୍ଦ୍ର, ବିନ୍ଦୁନାଭି, ମଧ୍ୟବିନ୍ଦୁ