ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଣ୍ଠସ୍ଥଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଣ୍ଠସ୍ଥଳୀ   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାର୍ଯ୍ୟ ନିମନ୍ତେ କିଛି ଲୋକ ମିଳିତ ବା ଏକାଠି ହେବା ବା ରହିବାର ଜାଗା

ଉଦାହରଣ : ଏହି ସହର ଅସାମାଜିକ କାରଣର ଆଡ଼୍‌ଡ଼ା ବନିଯାଇଛି ସ୍ୱାଧୀନତା ସଂଗ୍ରାମ ସମୟରେ ଲକ୍ଷ୍ନୌ କ୍ରାନ୍ତିକାରୀମାନଙ୍କ ଆଡ଼୍‌ଡ଼ା ପାଲଟିଯାଇଥିଲା

ସମକକ୍ଷ : ଆଡ଼୍‌ଡ଼ା, କେନ୍ଦ୍ର, ଗଡ଼

किसी विशेष कार्य के लिए कुछ लोगों के मिलने या इकट्ठा होने या रहने की जगह।

यह शहर असामाजिक तत्वों का अड्डा बन गया है।
अड्डा, केंद्र, केन्द्र, गढ़