ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଧ୍ୟ   ବିଶେଷ୍ୟ

ଅର୍ଥ : ମଧ୍ୟ ଭାଗ ବା ସ୍ଥାନ

ଉଦାହରଣ : ଘରର ମଝିରେ ଅଗଣା ଅଛି

ସମକକ୍ଷ : କେନ୍ଦ୍ର, ମଝି

An area that is approximately central within some larger region.

It is in the center of town.
They ran forward into the heart of the struggle.
They were in the eye of the storm.
center, centre, eye, heart, middle

ଅର୍ଥ : ଦୁଇଟି ଘଟଣା ଆଦିର ମଧ୍ୟବର୍ତ୍ତୀ ସମୟ

ଉଦାହରଣ : ବହୁତ ଦିନ ପର୍ଯ୍ୟନ୍ତ ଆପଣ କାର୍ଯ୍ୟାଳୟ ଆସିନାହାନ୍ତି, ଏ ମଧ୍ୟରେ ଆପଣ କେଉଁଠି ଥିଲେ?

ସମକକ୍ଷ : ଅନ୍ତରାଳ, ମଝି

दो घटनाओं आदि के बीच का समय।

बहुत दिनों तक आप कार्यालय नहीं आए, इस दौरान आप कहाँ थे?
दरमियान, दरम्यान, दौरान, बीच

ଅର୍ଥ : କୌଣସି ବସ୍ତୁର ସେହି କେନ୍ଦ୍ରୀୟ ଅଂଶ ବା ଭାଗ ଯେଉଁଠି ତାହାର ସମସ୍ତ ପ୍ରାନ୍ତ ସମାନ ଦୂରତାରେ ପଡେ

ଉଦାହରଣ : ଅଗଣାର ମଝିରେ ମନ୍ଦିର ବରକୋଳିର ମଝିରେ ମଞ୍ଜି

ସମକକ୍ଷ : କେନ୍ଦ୍ରରେ, ମଝିରେ

किसी वस्तु का वह केन्द्रीय अंश या भाग जहाँ से उसके सभी छोर समान दूरी पर पड़ते हों।

आँगन के बीच में मंदिर है।
बेर के बीच में गुठली होती है।
केंद्र, केन्द्र, बीच, मध्य

A point equidistant from the ends of a line or the extremities of a figure.

center, centre, midpoint

ମଧ୍ୟ   କ୍ରିୟା ବିଶେଷଣ

ଅର୍ଥ : ନିଶ୍ଚିତ ରୂପରେ କୌଣସି ଅଥବା ଦିଗର ଅତିରିକ୍ତ,ସହିତ ବା ବ୍ୟତୀତ

ଉଦାହରଣ : ଆଜି ମୋର ବି ପରୀକ୍ଷା ଅଛି

ସମକକ୍ଷ : ବି

निश्चित रूप से किसी अथवा औरों के अतिरिक्त, साथ या सिवा।

आज मेरी भी परीक्षा है।
भी

In addition.

He has a Mercedes, too.
also, as well, besides, likewise, too

ଅର୍ଥ : ଅଧିକ ବା ବେଶି

ଉଦାହରଣ : ଏହା ଆହୁରି ବି ମଜାଦାର କଥା

ସମକକ୍ଷ : ବି

अधिक या ज़्यादा (तुलना के रूप में प्रयुक्त)।

यह और भी मजेदार बात है।
भी

ମଧ୍ୟ   ବିଶେଷଣ

ଅର୍ଥ : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ

ଉଦାହରଣ : ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି

ସମକକ୍ଷ : ଅନ୍ତବର୍ତ୍ତୀ, ମଝି, ମଧ୍ୟବର୍ତ୍ତୀ

जो किसी वस्तु, स्थान आदि के मध्य या बीच में स्थित हो।

आजकल भारत के मध्यवर्ती भाग में मूसलाधार बारिश हो रही है।
अंतरा, अंतर्वर्ती, अन्तरा, अन्तर्वर्ती, अवांतर, अवान्तर, बिचला, मँझा, मँझुवा, मंझा, मध्य, मध्यम, मध्यवर्ती, मध्यस्थित, माध्य, माध्यम

Being neither at the beginning nor at the end in a series.

Adolescence is an awkward in-between age.
In a mediate position.
The middle point on a line.
in-between, mediate, middle