ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଡ଼   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାର୍ଯ୍ୟ ନିମନ୍ତେ କିଛି ଲୋକ ମିଳିତ ବା ଏକାଠି ହେବା ବା ରହିବାର ଜାଗା

ଉଦାହରଣ : ଏହି ସହର ଅସାମାଜିକ କାରଣର ଆଡ଼୍‌ଡ଼ା ବନିଯାଇଛି ସ୍ୱାଧୀନତା ସଂଗ୍ରାମ ସମୟରେ ଲକ୍ଷ୍ନୌ କ୍ରାନ୍ତିକାରୀମାନଙ୍କ ଆଡ଼୍‌ଡ଼ା ପାଲଟିଯାଇଥିଲା

ସମକକ୍ଷ : ଆଡ଼୍‌ଡ଼ା, କେନ୍ଦ୍ର, ପେଣ୍ଠସ୍ଥଳୀ

किसी विशेष कार्य के लिए कुछ लोगों के मिलने या इकट्ठा होने या रहने की जगह।

यह शहर असामाजिक तत्वों का अड्डा बन गया है।
अड्डा, केंद्र, केन्द्र, गढ़

ଅର୍ଥ : ଶତୃଠାରୁ ରକ୍ଷାପାଇବାପାଇଁ ତିଆରି କରାଯାଇଥିବା ସୁଦୃଢ଼ ସ୍ଥାନ ଯାହା କାନ୍ଥଦ୍ୱାରା ଚାରିପାଖ ଘେରା ହୋଇଥାଏ

ଉଦାହରଣ : ମୋଗଲକାଳୀନ ଦୁର୍ଗଗୁଡ଼ିକ ସ୍ଥାପତ୍ୟ କଳାର ଭଲ ନମୂନା

ସମକକ୍ଷ : କିଲା, ଦୁର୍ଗ

शत्रुओं से बचाव के लिए बनाया हुआ वह सुदृढ़ स्थान (विशेषतः किसी पहाड़ी पर स्थित) जो चारदीवारी द्वारा चारों तरफ से घिरा होता है।

छत्रपति शिवाजी के किले स्थापत्य कला के अच्छे उदाहरण हैं।
आसेर, क़िला, किला, कोट, गढ़, चय, दुर्ग, पुर

A fortified defensive structure.

fort, fortress