ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଝି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଝି   ବିଶେଷ୍ୟ

ଅର୍ଥ : ଦୁଇଟି ବିନ୍ଦୁ ମଝିରେ ଥିବା ସ୍ଥାନ ବା ସମୟ

ଉଦାହରଣ : କାର୍ଯ୍ୟ ମଝିରେ ସେ ଘରକୁ ଚାଲିଗଲା

ସମକକ୍ଷ : ଅନ୍ତରାଳ

दो बिंदुओं के बीच का स्थान या समय।

कार्य के अंतराल में वह घर चला गया।
अंतराल, अन्तराल, गोशा

A definite length of time marked off by two instants.

interval, time interval

ଅର୍ଥ : କୌଣସି ଲମ୍ବା ବସ୍ତୁର ମଧ୍ୟ ଭାଗ

ଉଦାହରଣ : କୃଷକ ଘଣା ମଝିରେ ବେଡ଼ି କାଠ ବାନ୍ଧିଦେଲା

ସମକକ୍ଷ : ମଝିଭାଗ

किसी लंबी वस्तु के मध्य का भाग।

किसान ने कोल्हू की कमर में कान्हर बाँध दिया।
कमर

An intermediate part or section.

A whole is that which has beginning, middle, and end.
middle

ଅର୍ଥ : ହାତମଝିର ଆଙ୍ଗୁଠି

ଉଦାହରଣ : ମଝି ଆଙ୍ଗୁଠି ହାତର ସବୁଠାରୁ ଲମ୍ବା ଆଙ୍ଗୁଠି

ସମକକ୍ଷ : କର୍ଣ୍ଣିକା, ମଧ୍ୟମା

हाथ के बीच की उँगली।

मध्यमा हाथ की सबसे लंबी उँगली होती है।
कर्णिका, ज्येष्ठा, मध्यमा

The second finger. Between the index finger and the ring finger.

middle finger

ଅର୍ଥ : ମଧ୍ୟ ଭାଗ ବା ସ୍ଥାନ

ଉଦାହରଣ : ଘରର ମଝିରେ ଅଗଣା ଅଛି

ସମକକ୍ଷ : କେନ୍ଦ୍ର, ମଧ୍ୟ

An area that is approximately central within some larger region.

It is in the center of town.
They ran forward into the heart of the struggle.
They were in the eye of the storm.
center, centre, eye, heart, middle

ଅର୍ଥ : ଦୁଇଟି ଘଟଣା ଆଦିର ମଧ୍ୟବର୍ତ୍ତୀ ସମୟ

ଉଦାହରଣ : ବହୁତ ଦିନ ପର୍ଯ୍ୟନ୍ତ ଆପଣ କାର୍ଯ୍ୟାଳୟ ଆସିନାହାନ୍ତି, ଏ ମଧ୍ୟରେ ଆପଣ କେଉଁଠି ଥିଲେ?

ସମକକ୍ଷ : ଅନ୍ତରାଳ, ମଧ୍ୟ

दो घटनाओं आदि के बीच का समय।

बहुत दिनों तक आप कार्यालय नहीं आए, इस दौरान आप कहाँ थे?
दरमियान, दरम्यान, दौरान, बीच

ଅର୍ଥ : କୌଣସି ବସ୍ତୁର ମଧ୍ୟ ଭାଗ

ଉଦାହରଣ : ପୁଆର ମଝି ମୋଟା ଓ ମୁଣ୍ଡ ମୁନିଆଁ ହୋଇଥାଏ

ସମକକ୍ଷ : ମଧ୍ୟଭାଗ

किसी वस्तु का मध्य भाग।

गुल्ली का पेटा मोटा तथा सिरे नुकीले होते हैं।
पेटा

ମଝି   ବିଶେଷଣ

ଅର୍ଥ : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ

ଉଦାହରଣ : ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି

ସମକକ୍ଷ : ଅନ୍ତବର୍ତ୍ତୀ, ମଧ୍ୟ, ମଧ୍ୟବର୍ତ୍ତୀ

जो किसी वस्तु, स्थान आदि के मध्य या बीच में स्थित हो।

आजकल भारत के मध्यवर्ती भाग में मूसलाधार बारिश हो रही है।
अंतरा, अंतर्वर्ती, अन्तरा, अन्तर्वर्ती, अवांतर, अवान्तर, बिचला, मँझा, मँझुवा, मंझा, मध्य, मध्यम, मध्यवर्ती, मध्यस्थित, माध्य, माध्यम

Being neither at the beginning nor at the end in a series.

Adolescence is an awkward in-between age.
In a mediate position.
The middle point on a line.
in-between, mediate, middle