ଅର୍ଥ : ଅଯଥା ଯୁକ୍ତିତର୍କ
ଉଦାହରଣ :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
ସମକକ୍ଷ : କନ୍ଦଳ, ଝଗଡ଼ା, ତକରାଳ, ବିତଣ୍ଡା, ଯୁକ୍ତିତର୍କ
ଅର୍ଥ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
ଉଦାହରଣ :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
ସମକକ୍ଷ : ଉଚ୍ଚବାଚ, ଝଗଡ଼ା, ତର୍କବିତର୍କ, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ