ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳିକା   ବିଶେଷ୍ୟ

ଅର୍ଥ : ଫୁଟି ନଥିବା ଫୁଲ

ଉଦାହରଣ : କଢ଼ି ତୋଳୁଥିବାରୁ ମାଳି ପିଲାକୁ ଗାଳି ଦେଉଥିଲା

ସମକକ୍ଷ : ଅଫୁଟା ଫୁଲ, କଳି, କୋରକ, କଢ଼, କଢ଼ି, ମୁକୁଳ

बिना खिला हुआ फूल।

माली बच्चे को कली तोड़ने पर डाँट रहा था।
अनखिला फूल, कलिका, कली, कोरक, प्रसून, प्रसूनक, मुकुर, मुकुल, शिगूफ़ा, शिगूफा

A partially opened flower.

bud

ଅର୍ଥ : ଅକ୍ଷତ ଯୋନି କନ୍ୟା ବା ସେହିଭଳି କନ୍ୟା ଯାହାର ପୁରୁଷ ସହ ସମାଗମ ହୋଇନାହିଁ

ଉଦାହରଣ : ବେଶ୍ୟାଳୟରେ କଢର ଚାହିଦା ଅଧିକ

ସମକକ୍ଷ : କଢ

अक्षत योनि कन्या या स्त्री ऐसी कन्या जिसका पुरुष के साथ समागम न हुआ हो।

वेश्यालयों में कली की माँग अधिक होती है।
अक्षता, कली

A person who has never had sex.

virgin