ଅର୍ଥ : ଦୁଇଜଣ ବ୍ୟକ୍ତି ବା ଦଳଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ଢଙ୍ଗରେ ନିଜନିଜ କଥା ଉପରେ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅଟଳ ରହିବାର ଭାବ
ଉଦାହରଣ :
ଛୋଟ କଥାକୁ ନେଇ ସେ ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା
ସମକକ୍ଷ : ମନୋମାଳିନ୍ୟ
ଅର୍ଥ : କୌଣସି କଥାରେ ହୋଇଥିବା କଳହ
ଉଦାହରଣ :
ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
ସମକକ୍ଷ : କଥା କଟାକଟି, ଖିଟିମିଟି, ଝଗଡ଼ା
ଅର୍ଥ : ଏକାଠି ବସି କୌଣସି ପ୍ରସଙ୍ଗ ଉପରେ ତର୍କ ବିତର୍କ କରିବା
ଉଦାହରଣ :
ରାମ ଏବଂ ଶ୍ୟାମ ଅନାବଶ୍ୟକ ସମସ୍ୟାକୁ ନେଇ ଯୁକ୍ତିତର୍କ କରୁଛନ୍ତି
ସମକକ୍ଷ : ତର୍କବିତର୍କ, ବାଦବିବାଦ, ବିତଣ୍ଡା