ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତର୍କବିତର୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତର୍କବିତର୍କ   ବିଶେଷ୍ୟ

ଅର୍ଥ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ

ଉଦାହରଣ : ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି

ସମକକ୍ଷ : ଉଚ୍ଚବାଚ, କଳି, ଝଗଡ଼ା, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ

आपस में होने वाले आक्षेप या तानों भरा वार्तालाप।

बाप और बेटे में आए दिन नोक-झोंक होती रहती है।
तू-तू मैं-मैं, नोंक झोंक, नोंक-झोंक, नोंकझोंक, नोक झोक, नोक-झोंक, नोक-झोक, नोकझोंक, नोकझोक

Witty language used to convey insults or scorn.

He used sarcasm to upset his opponent.
Irony is wasted on the stupid.
Satire is a sort of glass, wherein beholders do generally discover everybody's face but their own.
caustic remark, irony, sarcasm, satire

ଅର୍ଥ : ଶାସ୍ତ୍ରୀୟ ବିଷୟ ଉପରେ ପାରସ୍ପରିକ ବାଦ ବିବାଦ

ଉଦାହରଣ : ଅଷ୍ଟବକ୍ର ରାଜା ଜନକଙ୍କ ସଭାରେ ଉପସ୍ଥିତ ବଡ଼ବଡ଼ ବିଦ୍ୱାନଙ୍କସହିତ ତର୍କବିତର୍କ କଲେ

ସମକକ୍ଷ : ତର୍କ, ବାଦାନୁବାଦ, ବିତର୍କ

शास्त्रीय विषयों में परस्पर होने वाला वाद-विवाद।

अष्टावक्र ने राजा जनक की सभा में उपस्थित बड़े-बड़े विद्वानों से वाद-प्रतिवाद किया।
वाद-प्रतिवाद, वादप्रतिवाद

A discussion in which reasons are advanced for and against some proposition or proposal.

The argument over foreign aid goes on and on.
argument, argumentation, debate

ତର୍କବିତର୍କ   କ୍ରିୟାପଦ

ଅର୍ଥ : ଏକାଠି ବସି କୌଣସି ପ୍ରସଙ୍ଗ ଉପରେ ତର୍କ ବିତର୍କ କରିବା

ଉଦାହରଣ : ରାମ ଏବଂ ଶ୍ୟାମ ଅନାବଶ୍ୟକ ସମସ୍ୟାକୁ ନେଇ ଯୁକ୍ତିତର୍କ କରୁଛନ୍ତି

ସମକକ୍ଷ : ବାଦବିବାଦ, ବିତଣ୍ଡା, ଯୁକ୍ତିତର୍କ

एक साथ बैठकर किसी मुद्दे आदि पर तर्क वितर्क करना या उस मुद्दे पर सहमत न होना।

राम और श्याम अनावश्यक मसले पर वाद विवाद कर रहे हैं।
तर्क करना, तर्क वितर्क करना, बहस करना, बहसना, वाद विवाद करना, विवाद करना