ଅର୍ଥ : ଆଗରେ ଏବଂ ପଛରେ କୌଣସି ଭାବ ବା ଅବସ୍ଥା
ଉଦାହରଣ :
ଏହି କାମ କରିବା ଲାଗି ସେହି ଦିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଛି
ସମକକ୍ଷ : ଠେଲାପେଲା, ବାକବିତଣ୍ଡା
ଅର୍ଥ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
ଉଦାହରଣ :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
ସମକକ୍ଷ : ଉଚ୍ଚବାଚ, କଳି, ଝଗଡ଼ା, ତର୍କବିତର୍କ, ଯୁକ୍ତିତର୍କ, ହଟ୍ଟଗୋଳ