ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଢ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଢ଼ି   ବିଶେଷ୍ୟ

ଅର୍ଥ : ଫୁଟି ନଥିବା ଫୁଲ

ଉଦାହରଣ : କଢ଼ି ତୋଳୁଥିବାରୁ ମାଳି ପିଲାକୁ ଗାଳି ଦେଉଥିଲା

ସମକକ୍ଷ : ଅଫୁଟା ଫୁଲ, କଳି, କଳିକା, କୋରକ, କଢ଼, ମୁକୁଳ

बिना खिला हुआ फूल।

माली बच्चे को कली तोड़ने पर डाँट रहा था।
अनखिला फूल, कलिका, कली, कोरक, प्रसून, प्रसूनक, मुकुर, मुकुल, शिगूफ़ा, शिगूफा

A partially opened flower.

bud

ଅର୍ଥ : ଫୁଲ ବା କଢ଼ିର ବାହାରର ସବୁଜ ଭାଗ

ଉଦାହରଣ : କଢ଼ି ଦଳ ବିଭିନ୍ନ ଆକାରର ହୁଏ

फूल या कली के बाहर का हरा भाग।

बाह्य दल विभिन्न आकार के होते हैं।
कोरक, बाह्य दल

(botany) the whorl of sepals of a flower collectively forming the outer floral envelope or layer of the perianth enclosing and supporting the developing bud. Usually green.

calyx