ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋରକ   ବିଶେଷ୍ୟ

ଅର୍ଥ : ଫୁଟି ନଥିବା ଫୁଲ

ଉଦାହରଣ : କଢ଼ି ତୋଳୁଥିବାରୁ ମାଳି ପିଲାକୁ ଗାଳି ଦେଉଥିଲା

ସମକକ୍ଷ : ଅଫୁଟା ଫୁଲ, କଳି, କଳିକା, କଢ଼, କଢ଼ି, ମୁକୁଳ

बिना खिला हुआ फूल।

माली बच्चे को कली तोड़ने पर डाँट रहा था।
अनखिला फूल, कलिका, कली, कोरक, प्रसून, प्रसूनक, मुकुर, मुकुल, शिगूफ़ा, शिगूफा

A partially opened flower.

bud

ଅର୍ଥ : କରଜଗ୍ରହୀତାଙ୍କ ଋଣ ବା ଅପରାଧୀଙ୍କ ଜରିମାନା ଆଦାୟ କରିବା ନିମନ୍ତେ ରାଜ୍ୟଦ୍ୱାରା ତାଙ୍କର ସମ୍ପତ୍ତି ଉପରେ ଅଧିକାର

ଉଦାହରଣ : ଋଣ ଫେରେଇ ନ ଥିବା କୃଷକଙ୍କ କୋରଖ କରାଯାଉଛି

ସମକକ୍ଷ : କୋରଖ, କ୍ରୋକ

कर्जदार का ऋण या अपराधी का जुर्माना वसूल करने के लिए राज्य द्वारा उसकी संपत्ति पर किया गया अधिकार।

ऋण न देने वाले किसानों को उनकी ज़मीन की कुर्की का नोटिस मिला है।
अपवर्तन, आसंजन, आसञ्जन, क़ुर्क़ी, कुड़की, कुरकी, कुर्की, जब्ती

Placing private property in the custody of an officer of the law.

impounding, impoundment, internment, poundage

ଅର୍ଥ : ଏକ ପ୍ରକାରର ଗନ୍ଧ ଦ୍ରବ୍ୟ

ଉଦାହରଣ : କୋରକର ମହକ ସାରା ବାତାବରଣରେ ଖେଳି ଯାଇଛି

ସମକକ୍ଷ : ଚୋରକ, ପର୍ଣ୍ଣଚୋରକ

एक प्रकार का गंधद्रव्य।

कोरक की महक सारे वातावरण में फैल गई है।
कोरक, चोरक, पर्णचोरक