ଅର୍ଥ : ମରୀଚି ଋଷିଙ୍କ ପତ୍ନୀ ଯିଏ କର୍ଦମ ଋଷି ଓ ଦେବହୂତିଙ୍କ କନ୍ୟା ଥିଲେ
ଉଦାହରଣ :
କଶ୍ୟପ ମୁନି କଳାଙ୍କ ଗର୍ଭରୁ ଉତ୍ପନ୍ନ ହୋଇଥିଲେ
ଅର୍ଥ : ଏକ ବର୍ଣ୍ଣବୃତ୍ତ
ଉଦାହରଣ :
କଳାର ପ୍ରତ୍ୟେକ ଚରଣରେ ଏକ ଭଗଣ ଓ ଏକ ଗୁରୁ ଥାଏ
ଅର୍ଥ : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ
ଉଦାହରଣ :
ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
ସମକକ୍ଷ : ଚନ୍ଦ୍ରକଳା, ଚନ୍ଦ୍ରରେଖା, ଶଶୀକଳା, ଶଶୀରେଖ, ଶଶୀରେଖା
ଅର୍ଥ : ଦୀପ ଧୂଆଁର ଯେଉଁ କଳା ଅଂଶକୁ ଆଖିରେ ଲଗାଯାଏ
ଉଦାହରଣ :
ଆମର ଏଠାରେ ଷଷ୍ଠୀଦିନ ଶିଶୁକୁ କଜ୍ଜ୍ୱଳ ଲଗାଇ ଦିଆଯାଏ
ସମକକ୍ଷ : କଜ୍ଜ୍ୱଳ