ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚନ୍ଦ୍ରରେଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚନ୍ଦ୍ରରେଖା   ବିଶେଷ୍ୟ

ଅର୍ଥ : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ

ଉଦାହରଣ : ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ

ସମକକ୍ଷ : କଳା, ଚନ୍ଦ୍ରକଳା, ଶଶୀକଳା, ଶଶୀରେଖ, ଶଶୀରେଖା

चंद्रमा या उसके प्रकाश का सोलहवाँ अंश या भाग।

पूरनमासी का चंद्रमा अपनी सोलहों कलाओं से युक्त होता है।
इंदु कला, इंदु-रेखा, इंदुकला, इंदुरेखा, इन्दु-रेखा, इन्दुकला, इन्दुरेखा, कला, चंदकपुष्प, चंद्रकला, चंद्ररेखा, चन्दकपुष्प, चन्द्रकला, चन्द्ररेखा, शशिखंड, शशिखण्ड, शशिरेखा, शशिलेखा