ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଳିମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଳିମା   ବିଶେଷ୍ୟ

ଅର୍ଥ : କଳା ହେବାର ଅବସ୍ଥା

ଉଦାହରଣ : ଆଜିକାଲି ଚେହେରାର କାଳିମା ଦୂର କରିବା ନାଁରେ ବଜାରରେ ବିଭିନ୍ନ ପ୍ରକାରର କ୍ରୀମ୍ ମିଳୁଛି

ସମକକ୍ଷ : କଳାପଣ

काला होने की अवस्था या भाव।

आजकल चेहरे का कालापन दूर करने के नाम पर तरह-तरह की क्रीम आने लगी हैं।
कालापन, कालिमा, कृष्णता, मेचकता, मेचकताई, श्यामता

The quality or state of the achromatic color of least lightness (bearing the least resemblance to white).

black, blackness, inkiness

ଅର୍ଥ : କାହା ଉପରେ ଲଗାଯାଇଥିବା ଦୋଷ

ଉଦାହରଣ : ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍‌ ନୁହେଁ

ସମକକ୍ଷ : ଅପବାଦ, ଅପଯଶ, କଳଙ୍କ, ଦୋଷ, ଲାଞ୍ଛନ

किसी पर लगने या लगाया जाने वाला दोष।

इस लांछन से बचने का क्या उपाय है।
अपयश, अपवाद, अलोक, आक्षेप, इफतरा, इफ़तरा, इफ़्तरा, इफ़्तिरा, इफ्तरा, इफ्तिरा, कलंक, कलौंछ, कलौंस, कालिमा, दाग, दाग़, धब्बा, लांछन, लांछना

A false accusation of an offense or a malicious misrepresentation of someone's words or actions.

calumniation, calumny, defamation, hatchet job, obloquy, traducement

ଅର୍ଥ : ଧୂଆଁ ଜମିଯିବା କାରଣରୁ କଳା ପଡ଼ିଯାଇଥିବା ଅଂଶ

ଉଦାହରଣ : କାନ୍ଥ ଉପରେ ଲାଗିଥିବା କଳାକୁ ସଫା କରିଦିଅ

ସମକକ୍ଷ : କଳା, କଳାଂଶ

वह काला अंश जो धुएँ के जमने से बन जाता है।

दीवार पर लगी कालिख को साफ़ कर दो।
कलौंछ, कलौंस, कालिख, कालिमा

A black colloidal substance consisting wholly or principally of amorphous carbon and used to make pigments and ink.

carbon black, crock, lampblack, smut, soot