ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଜ୍ଜ୍ୱଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଜ୍ଜ୍ୱଳ   ବିଶେଷ୍ୟ

ଅର୍ଥ : ଦୀପ ଧୂଆଁର ଯେଉଁ କଳା ଅଂଶକୁ ଆଖିରେ ଲଗାଯାଏ

ଉଦାହରଣ : ଆମର ଏଠାରେ ଷଷ୍ଠୀଦିନ ଶିଶୁକୁ କଜ୍ଜ୍ୱଳ ଲଗାଇ ଦିଆଯାଏ

ସମକକ୍ଷ : କଳା

दीपक के धुएँ की कालिख जो आँखों में लगाई जाती है।

हमारे यहाँ छठी के दिन बच्चे को काजल लगाने की रस्म होती है।
कजरा, कजला, काजल, दीपकसुत, दीपध्वज, सारंग

A cosmetic preparation used by women in Egypt and Arabia to darken the edges of their eyelids.

kohl