ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶ୍ୱେତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶ୍ୱେତ   ବିଶେଷ୍ୟ

ଅର୍ଥ : ଆଫ୍ରିକା, ଏସିଆ ଆଦି ଦେଶଗୁଡିକର ଲୋକମାନେ(ଗୋରାମାନଙ୍କ ମତରେ)

ଉଦାହରଣ : ପରିଶେଷରେ ଏହି ଅଶ୍ୱେତ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର କେବେ ପର୍ଯ୍ୟନ୍ତ ଚାଲିଥିବ!

ସମକକ୍ଷ : କଳାଲୋକ

अफ्रीका, एशिया आदि देशों का व्यक्ति (गोरों द्वारा माना हुआ)।

आखिर कब तक इन अश्वेतों पर ज़ुल्म होते रहेंगे।
अश्वेत, काला

ଅଶ୍ୱେତ   ବିଶେଷଣ

ଅର୍ଥ : ଯାହା ଶ୍ୱେତ ନୁହେଁ

ଉଦାହରଣ : ବିଧବାମାନଙ୍କପାଇଁ ଅଶ୍ୱେତ ବସ୍ତ୍ର ବର୍ଜିତ ଥିଲା

ସମକକ୍ଷ : ଅଶୁଭ୍ର, ଅସିତ

जो श्वेत न हो।

विधवाओं के लिए अशुभ्र वस्त्र वर्जित थे।
अशुभ्र, अश्वेत, असित

ଅର୍ଥ : କଜ୍ୱଳ ବା କୋଇଲା ରଙ୍ଗର

ଉଦାହରଣ : ଏକଥା ଶୁଣିଲା ମାତ୍ରେ ସୋହନର ମୁହଁ କଳା ପଡ଼ିଗଲା

ସମକକ୍ଷ : କଳା, କୃଷ୍ଣ, ଶ୍ୟାମ

काजल या कोयले के रंग का।

आज-कल काले कपड़ों का प्रचलन अधिक है।
अशुभ्र, अश्वेत, असित, असितांग, असिताङ्ग, काला, कृष्ण, तमस, तारीक, मेचक, शिति, श्याम, सियाह, स्याह

ଅର୍ଥ : ଯେଉଁ ବ୍ୟକ୍ତି ଶ୍ୱେତ ବା ଗୋରା ନୁହେଁ

ଉଦାହରଣ : ଇଂରେଜମାନେ କଳାଲୋକଙ୍କ ଉପରେ ବହୁତ ଜୁଲୁମ୍‌ କରିଥିଲେ

ସମକକ୍ଷ : କଳା, ଶ୍ୱେତହୀନ

जो श्वेत या गोरा न हो (व्यक्ति)।

अंग्रेजों ने अश्वेत लोगों पर बहुत ज़ुल्म किये।
अश्वेत, काला