ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଶୀକଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଶୀକଳା   ବିଶେଷ୍ୟ

ଅର୍ଥ : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ

ଉଦାହରଣ : ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ

ସମକକ୍ଷ : କଳା, ଚନ୍ଦ୍ରକଳା, ଚନ୍ଦ୍ରରେଖା, ଶଶୀରେଖ, ଶଶୀରେଖା

चंद्रमा या उसके प्रकाश का सोलहवाँ अंश या भाग।

पूरनमासी का चंद्रमा अपनी सोलहों कलाओं से युक्त होता है।
इंदु कला, इंदु-रेखा, इंदुकला, इंदुरेखा, इन्दु-रेखा, इन्दुकला, इन्दुरेखा, कला, चंदकपुष्प, चंद्रकला, चंद्ररेखा, चन्दकपुष्प, चन्द्रकला, चन्द्ररेखा, शशिखंड, शशिखण्ड, शशिरेखा, शशिलेखा

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ମଣି ଗୁଣର ପ୍ରତ୍ୟେକ ପାଦରେ ଚାରଟି ନଗଣ ଏବଂ ଗୋଟିଏ ସଗଣ ହୋଇଥାଏ

ସମକକ୍ଷ : ମଣି ଗୁଣ

एक वर्णवृत्त।

मणि गुण के प्रत्येक चरण में चार नगण एवं एक सगण होता है।
मणि गुण, शशिकला

(prosody) a system of versification.

poetic rhythm, prosody, rhythmic pattern