ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳିହୁଡ଼ୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳିହୁଡ଼ୀ   ବିଶେଷ୍ୟ

ଅର୍ଥ : ଅତି ଖରାପ,କ୍ରୂର ଓ କଳିହୁଡ଼ୀ ସ୍ତ୍ରୀ

ଉଦାହରଣ : ଚୋରଣୀ ହେବା ସହଜ ମାତ୍ର ସାଧ୍ୱୀ ହେବା କଷ୍ଟ

ସମକକ୍ଷ : ଉଦଣ୍ଡି, ଚୋରଣୀ

भद्दी, क्रूर और लड़ाकू स्त्री।

चुड़ैल बनना आसान है लेकिन साध्वी बनना कठिन।
चुड़ैल, डाइन, डायन, बला

An ugly or ill-tempered woman.

He was romancing the old bag for her money.
bag, old bag

କଳିହୁଡ଼ୀ   ବିଶେଷଣ

ଅର୍ଥ : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି

ଉଦାହରଣ : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା

ସମକକ୍ଷ : କର୍କଶ, କଳହପ୍ରିୟା, କଳହିଣୀ, କଳିତୁଣ୍ଡି, କଳେହୀ, ଚଣ୍ଡୀ

जो कर्कश स्वभाव की हो या झगड़ा करती रहती हो।

मनोहर का पाला एक कर्कशा नारी से पड़ गया है।
उग्रा, कर्कशा, कलसिरी, कलहारी, कलहिनी, चंडिका, चंडी, चण्डिका, चण्डी, झगड़ालू, लड़ाकी

Given to quarreling.

Arguing children.
Quarrelsome when drinking.
quarrelsome