ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଣ୍ଡୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଣ୍ଡୀ   ବିଶେଷ୍ୟ

ଅର୍ଥ : ଦୂର୍ଗାଙ୍କର ଆଉ ଏକ ରୂପ

ଉଦାହରଣ : ଏହି ମନ୍ଦିରରେ ଚଣ୍ଡୀଙ୍କର ଏକ ଭବ୍ୟ ପ୍ରତିମା ଅଛି

ସମକକ୍ଷ : ଚଣ୍ଡିକା

दुर्गा का एक रूप।

इस मंदिर में चंडी की एक भव्य प्रतिमा है।
चंडिका, चंडी, चण्डिका, चण्डी

Malevolent aspect of Devi.

The fierce.
chandi

ଅର୍ଥ : ତେରଟି ବର୍ଣ୍ଣର ଗୋଟିଏ ଛନ୍ଦ

ଉଦାହରଣ : ଚଣ୍ଡୀର ପ୍ରତ୍ୟେକ ଚରଣରେ ଦୁଇଟି ନଗଣ, ଦୁଇଟି ସଗଣ ଏବଂ ଗୋଟିଏ ଗୁରୁ ଥାଏ

ସମକକ୍ଷ : ଚଂଡୀ

तेरह वर्णों का एक छंद।

चंडी के प्रत्येक चरण में दो नगण, दो सगण और एक गुरु होता है।
चंडी, चण्डी

(prosody) a system of versification.

poetic rhythm, prosody, rhythmic pattern

ଚଣ୍ଡୀ   ବିଶେଷଣ

ଅର୍ଥ : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି

ଉଦାହରଣ : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା

ସମକକ୍ଷ : କର୍କଶ, କଳହପ୍ରିୟା, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, କଳେହୀ

जो कर्कश स्वभाव की हो या झगड़ा करती रहती हो।

मनोहर का पाला एक कर्कशा नारी से पड़ गया है।
उग्रा, कर्कशा, कलसिरी, कलहारी, कलहिनी, चंडिका, चंडी, चण्डिका, चण्डी, झगड़ालू, लड़ाकी

Given to quarreling.

Arguing children.
Quarrelsome when drinking.
quarrelsome