ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନ୍ଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନ୍ଦା   ବିଶେଷ୍ୟ

ଅର୍ଥ : ମୂଲ୍ୟ କମ୍ ହେବାର ପ୍ରକ୍ରିୟା ବା ଅବସ୍ଥା

ଉଦାହରଣ : ବଜାର ଏବେ ମାନ୍ଦା ଅଛି

भाव या कीमत कम होने की क्रिया या अवस्था।

बाजार में अभी मंदी है।
अर्घपतन, नरमी, नर्मी, मंदी, मन्दी

The state of the economy declines. A widespread decline in the GDP and employment and trade lasting from six months to a year.

recession

ଅର୍ଥ : ମାନ୍ଦା ହେବାର ଅବସ୍ଥା ବା ଭାବ

ଉଦାହରଣ : ମାନ୍ଦା କାରଣରୁ ସମସ୍ତେ ଚିନ୍ତିତ

मंद होने की अवस्था या भाव।

मंदी की मार से सब परेशान हैं।
मंदी, मन्दी

A state of inactivity (in business or art etc).

Economic growth of less than 1% per year is considered to be economic stagnation.
doldrums, stagnancy, stagnation

ମାନ୍ଦା   ବିଶେଷଣ

ଅର୍ଥ : ଯାହାର ଭାଉ ବା ଦାମ୍‌ କମିଯାଇଛି ବା ଖସିଯାଇଛି

ଉଦାହରଣ : ବଜାରକୁ ନୂଆନୂଆ ଉତ୍ପାଦିତ ଜିନିଷ ଆସିବା କାରଣରୁ ପ୍ରତ୍ୟେକ ବସ୍ତୁର ମୂଲ୍ୟ ମାନ୍ଦା ହୋଇଯାଇଛି କମ୍‌ ଦରରେ ଅଧିକ ଜିନିଷ ବିକ୍ରି ହୁଏ

ସମକକ୍ଷ : କମ୍‌

जिसका भाव या दाम उतर या गिर गया हो।

बाजार में नये-नये उत्पाद आने के कारण प्रत्येक वस्तु का भाव मंदा हो गया है।
अवनत दरों की वस्तुएँ अधिक बिकती हैं।
अवनत, कम, नरम, नर्म, नीचा, मंद, मंदा, मन्द, मन्दा